ବ୍ଲାକ ଡ୍ରେସରେ ମନ ମୋହିଲେ ସୁଷ୍ମିତା ସେନ ।ନଜର ଆସିଲା ବିୟୁଟି ଫୁଲ ଅନ୍ଦାଜ ।
ସୁଷ୍ମିତା ସେନ ଜଣେ କମ୍ପ୍ଲିଟ ଷ୍ଟନର ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।କେବଳ ଖୁବ ସୁନ୍ଦରୀ ନୁହଁନ୍ତି ଏହି ନାୟିକା ବରଂ ଖୁବ ବୁଦ୍ଧିମତି ମଧ୍ୟ ।ସ୍ନେହ ଏବଂ ଦୟାର ସେ ପ୍ରତୀକ ।ଏହି କାରଣ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ମଧ୍ୟ ତାଙ୍କର ଫ୍ୟାନ ଫଲୋଇଙ୍ଗ ଯଥେଷ୍ଟ ଅଧିକ ରହିଛି । ଜଣେ ବ୍ୟକ୍ତିତ୍ୱ ଭାବରେ ସେ କୌଣସି ମଣି ଠାରୁ କମ ନୁହଁନ୍ତି । ତଥାପି ସୁଷ୍ମିତାଙ୍କ ସେକ୍ସି ଅନ୍ଦାଜ ତାହା ପୁଣି ବ୍ଲାକ ଡ୍ରେସରେ ସମସ୍ତଙ୍କ ମନ ମୋହିଛି ।
ନିକଟରେ ସେ ତାଙ୍କ ଇଂଷ୍ଟା ଆକାଉଂଟରେ ଏହି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ସରଳତା ନଜର ଆସିଛି ।