Only for Entertainment

ପୁଣିଥରେ ଅଡ଼ୁଆ ମତକୁ ନେଇ ଚର୍ଚ୍ଚାରେ ସ୍ୱାମୀ ଓମ,କହିଲେ ଅର୍ଶୀ ଏବଂ ହିନା ସଲମାନଙ୍କ ଗର୍ଲଫ୍ରେଣ୍ଡ

bollywood tadka
0 39

କିଛି ଦିନ ପରେ ବିଗ ବସ ୧୨ ଆରମ୍ଭ ହେବ । ତେଣୁ ପ୍ରତିଦିନ କିଛି ନା କିଛି କଥା ଚର୍ଚ୍ଚାକୁ ଆସୁଛି । ଏବେ ପୁଣିଥରେ ବିଗ ବସ ୧୦ର ପ୍ରତିଯୋଗୀ ସ୍ୱାମୀ ଓମ ତାଙ୍କ ଅଡ଼ୁଆ ବୟାନକୁ ଚର୍ଚ୍ଚାରେ ଅଛନ୍ତି ।

ନିକଟରେ ହୋଇଥିବା ଏକ ଇଂଟରଭ୍ୟୁରେ ସେ ରାଜ ନାୟକଙ୍କୁ କହିଥିଲେଯେ ସିଲ୍ପାଙ୍କୁ ବିଜେୟିନୀ କରିବା ପାଇଁ । କିନ୍ତୁ ସଲମାନ ଚାହୁଁଥିଲେଯେ ତାଙ୍କ ଗର୍ଲଫ୍ରେଣ୍ଡ ହିନ । ଶୋ ଜିତନ୍ତୁ । ଏହାପରେ ସ୍ୱାମୀ ସମ କହିଲେଯେ ଅର୍ଶୀ ମଧ୍ୟ ସଲମାନଙ୍କ ଗର୍ଲଫ୍ରେଣ୍ଡ । ସଲମାନ ଲୁଚାଛପା ଭାବରେ ସଂପୂର୍ଣ୍ଣ ସିଜନରେ ଅର୍ଶୀଙ୍କୁ ସପୋର୍ଟ କରୁଥିଲେ । ସେ ଏହା କେମିତି ଜାଣିଲେ ପଚାରିବାରୁ ସେ କହିଲେଯେ ସେ ମନ୍ତ୍ର ତନ୍ତ୍ର ମାଧ୍ୟମରେ ଜାଣିଲେ ।

ସ୍ୱାମୀ ଓମ ନିଜ ଅଡ଼ୁଆ ବିବାଦକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ । କେବେ କେବେ ମହିଳାଙ୍କୁ ଗାଳି କରିବା ହେଉ କିମ୍ବା ଟାସ୍କ କରିବା ସମୟରେ ଅନ୍ୟ ଉପରକୁ ପରିସ୍ରା ଫୋପାଡ଼ିବ । ଏହି କାରଣରୁ ସେ ଅଧିକାଂଶ ଥର ସଲମାନଙ୍କ ଠାରୁ କଡ଼ା କଥା ମଧ୍ୟ ଶୁଣିବାକୁ ପାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More