Only for Entertainment

ୱେବସିରିଜରେ ପ୍ରଥମ ଥର ଏଭଳି ଚରିତ୍ରରେ ନଜର ଆସିବେ ସ୍ୱରା ଭାସ୍କର ।

youtube
22

ସ୍ୱରା ଭାସ୍କର ଫିଲ୍ମ ଏବଂ ନିଜ ଚରିତ୍ର ପାଇଁ ସମାଜକୁ ବାର୍ତ୍ତା ପଠାଉଥିବାକୁ ନେଇ ଖୁବ ପରିଚିତ ।ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ସାରିଛନ୍ତି । ଖବର ଅନୁସାରେ ସେ ଖୁବଶୀଘ୍ର ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ ।ଖୁବଶୀଘ୍ର ଏକ ୱେବସରିଜରେ ଅଭିନୟ କରିବାକୁ ଯାଉଛନ୍ତି । ଯେଉଁ ୱେବସିରିଜ ପାଇଁ ତାଙ୍କୁ ଏହି ଚରିତ୍ର ଅଫର କରାଯାଇଛି ।

ଏକ ଷ୍ଟେଟମେଂଟରେ ସ୍ୱରା କହିଛନ୍ତି କୌଣସି ବୋଲ୍ଡ,ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଚରିତ୍ରରେ ନଜର ଆସିବା ଏହା ମୋର ପ୍ୟାଶନ । କିନ୍ତୁ ଏଭଳି ଚରିତ୍ରରେ ଅଭିନୟ କରି ମୋତେ ଖୁସି ଅନୁଭବ ହେବ ।ଏହି ୱେବସିରିଜର ନିର୍ମାତା ହେଉଛନ୍ତି ସିଦ୍ଧାର୍ଥ ଆନନ୍ଦ ।ଏହାର ନିର୍ଦ୍ଦେଶକ ହେଉଛନ୍ତି ଦାନିଶ ଅସଲମ ।ଏହି ସିରିଜରେ ଅକ୍ଷୟ ଓବରୟ,ନିଦ୍ୟା ମଲବାଡ଼େ,କେବିନ ଧବେ ଏବଂ ଯୁଦ୍ଧିଷ୍ଠିର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More