Only for Entertainment

ରିଲିଜ୍ ହେଲା ଅଷିମା ପଣ୍ଡା ଏବଂ ସ୍ୱୟମ୍ ପାଢିଙ୍କ ସ୍ୱରରେ ଏକ ମନଛୁଆଁ ରୋମାଂଟିକ୍ ଗୀତ ମୋରା ସଇୟାଁ।

74

ରିଲିଜ୍ ହେଲା ଅଷିମା ପଣ୍ଡାଙ୍କ ସ୍ୱରରେ ଏକ ମନଛୁଆଁ ରୋମାଂଟିକ୍ ଗୀତ । ଏହି ଗୀତରେ ଅଷିମାଙ୍କ ସହ ତାଳରେ ତାଳ ମିଶାଇଛନ୍ତି ସିଙ୍ଗର୍ ସ୍ୱୟମ୍ ପାଢି । ଏହି ରୋମାଂଟିକ୍ ଗୀତର ଟାଇଟେଲ୍ ରହିଛି ମୋରା ସଇୟାଁ । ଅଭିନାଷ ମିଶ୍ରଙ୍କ ସଙ୍ଗୀତରେ ଏହିଗୀତର ଲିରିକ୍ସ ଦେଇଛନ୍ତି ପୁଷ୍ପକ୍ ପରିଡା । ଗୀତଟି ୟୁଟୁବରେ ରିଲିଜ୍ ହେବାର ଗୋଟିଏ ଦିନ ଭିତରେ ଏହାକୁ ୧ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More