Only for Entertainment

ତାପସୀ ପନ୍ନୁଙ୍କ ଗେମ ଓଭର, ଟିଜରରେ ନଜର ଆସିଲା ଡରିଥିବା ଚେହେରା ।

bollywood tadka
36

ବଲିଉଡ ଏବଂ ଟଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଗେମ ଓଭର’ର ଟିଜର ରିଲିଜ ହୋଇଛି । ଟିଜରରେ ତାପସୀ ଖୁବ ଡରି ଯାଇଥିବା ନଜର ଆସିଛି । ଏହା ତାପସୀଙ୍କ ତେଲୁଗୁ ଫିଲ୍ମ । ଏହାକୁ ଅନୁରାଗ କଶ୍ୟପ ହିନ୍ଦୀରେ ଉପସ୍ଥାପନା କରିବେ ।

ଗେମ ଓଭରର ଟିଜରରେ କେବଳ ତାପସୀ ପନ୍ନୁ ନଜର ଆସିଛନ୍ତି ଏବଂ ଏକ ଗେମ ପାଇଁ ଚିନ୍ତିତ ଥିବା ନଜର ଆସିଛନ୍ତି । ଫିଲ୍ମର ଷ୍ଟାରକାଷ୍ଟରେ କେବଳ ବଲିଉଡ ଅଭିନେତ୍ରୀ ତାପସୀ ନଜର ଆସିଛନ୍ତି ।

ଗେମ ଓଭର ଏକ ଥ୍ରିଲର ଫିଲ୍ମ । ଫିଲ୍ମର ପ୍ରଯୋଜନା କରୁଛନ୍ତି ହ୍ୱାଇ ନଟ ଷ୍ଟୁଡିଓଜ ଏବଂ ରିଲାଏନ୍ସ ଏଂଟରଟେନମେଂଟ । ଏହି ଫିଲ୍ମ ଅଶ୍ୱିନୀ ସରବନନଙ୍କ ତୃତୀୟ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More