Only for Entertainment

ଫିଲ୍ମ ନମିଳିଲେ ଡର ନାହିଁ, ଆର୍ଥିକ ପରିସ୍ଥିତି ଦୁର୍ବଳ ନୁହେଁ । ଜାଣନ୍ତୁ କାହିଁକି ଏଭଳି କହିଲେ ତାପସୀ ।

50

ସଫ୍ଟୱେର ଇଂଜିନିୟର ଭାବରେ କାମ କରିବା ପରେ ଅଭିନୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କଲେ ଅଭିନେତ୍ରୀ ତାପସୀ ପନ୍ନୁ । ତାଙ୍କର ଏକ ୱେଡିଙ୍ଗ ପ୍ଲାନିଙ୍ଗ କମ୍ପାନୀ ମଧ୍ୟ ଅଛି । ଏକ ବ୍ୟାଡମିଂଟନ ଟିମ ମଧ୍ୟ ଅଛି ।

ଇଂଟରଭ୍ରୁରେ ତାପସୀ ଏକ କଥା କହିଲେଯେ ସୁଯୋଗ ଭାଗ୍ୟ ଦିଏ ଏବଂ ତାହାକୁ ନେଇ ପରିଶ୍ରମ କଲେ ଫଳ ମିଳିଥାଏ । କାରଣ ଏହା ଆମ ହାତରେ ଥାଏ । ଏହା ସହିତ ତାପସୀ କହିଛନ୍ତିଯେ ଫିଲ୍ମରେ ଯଦି ମୋତେ କାମ ନ ମିଳେ ତେବେ ଆର୍ଥିକ ସ୍ଥିତିରେ ଦୁର୍ବଳ ହେବି ନାହିଁ । ମୁଁ ଗ୍ଲାମର ପାଇଁ ଫିଲ୍ମରେ ନାହିଁ । ମୁଁ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଆସିଛି । ଯଦି ସେହିଭଳି ଚରିତ୍ର ନ ମିଳେ ତେବେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ମଧ୍ୟ ରାଜି ଅଛି ।

ତେବେ ତାପସୀଙ୍କ କ୍ୟାରିଅର ବିଷୟରେ ଆଲୋଚନାକ କଲେ ଜାଣିପାରିବେ ଯେ ସେ ଜଣେ ସର୍ବଗୁଣସଂପନ୍ନା । ତେଣୁ ଏଥିରୁ ପ୍ରମାଣିତ ସେ ନିଜ କ୍ୟାରିଅରକୁ ନେଇ କେତେ ପଜିଟିଭ ।

ସୌଜନ୍ୟ jansatta
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More