Only for Entertainment

ସାମ୍ନାକୁ ଆସିଲା ତୈମୁରଙ୍କ ଜନ୍ମଦିନ ପାଳନ ଭିଡ଼ିଓ, ସିମ୍ପଲ ଲୁକରେ ନଜର ଆସିଲେ କରୀନା-ସୈଫ

43

ଗତକାଲି ଥିଲା ତୈମୁରଙ୍କ ଜନ୍ମଦିନ । ଏବେ ୩ ବର୍ଷର ହୋଇଗଲେ ତୈମୁର । ଗତକାଲି ମୁମ୍ବାଇରେ ପଟୌଦି ଏବଂ କପୂର ତୈମୁରଙ୍କ ଜନ୍ମଦିନ ପାଳନ କଲେ । କପୂର ପରିବାର, ନବାବ ପରିବାର, କରଣ ଜୋହର, ରିତେଶ ଦେଶମୁଖ, ଜେନିଲିଆ ଡିସୁଜା ଏବଂ ବଲିଉଡର ପ୍ରସିଦ୍ଧ ସେଲିବ୍ରେୀମାନେ ଏହି ଜନ୍ମଦିନରେ ପହଂଚିଥିଲେ । ଏହା ବ୍ୟତୀତ କିଡସ ମଧ୍ୟ ଆସିଥିଲେ ।

 

 

View this post on Instagram

 

Happy birthday Taimur bhai ! Here s to happy holidays and making funny faces through life ❤️💕

A post shared by Soha (@sakpataudi) on

ସୈଫ ଏବଂ କରୀନାଙ୍କ ପରିବାର ମିଡିଆ ସାମ୍ନାରେ ଆସି ଫଟୋସୁଟ କଲେ । କହିରଖୁଛୁ ଅଜା ରଣଧୀରଙ୍କ ଘରେ ତୈମୁରଙ୍କ ଜନ୍ମଦିନ ପାଳନ ହେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More