Only for Entertainment

ସାଉଥ ଆଫ୍ରିକାରେ ମମ୍ମି-ବାପାଙ୍କ ସହ ମସ୍ତି କରୁଛନ୍ତି ତୈମୂର, ସାମ୍ନାକୁ ଆସିଲା ଫଟୋ !

bollywoodtadka
26

ବଲିଉଡ ଅଭିନେତ୍ରୀ କରୀନା କପୂରଙ୍କ ପୁଅ ତୈମୁର ଖୁବ ଶୀଘ୍ର ୨ବର୍ଷର ହେବାକୁ ଯାଉଛନ୍ତି । ଏଥର କରୀନା ଏବଂ ସୈଫ ନିଜ ପୁଅ ବର୍ଥଡେ ସାଉଥ ଆଫ୍ରିକାରେ ସେଲିବ୍ରେଟ କରୁଛନ୍ତି । ନିକଟରେ ଦୁହେଁ ପ୍ରିବର୍ଥଡେ ପାର୍ଟି ଦେଇ ସାଉଥ ଆଫ୍ରିକା ଯାଇଛନ୍ତି ।

ଏବେ ସେମାନଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଏକ ଫଟୋରେ ତୈମୁର ନିଜ ମା’ଙ୍କ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି । ଏହିଭଳି କିଛି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପ୍ରଶଂସକ ତାଙ୍କ ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ତୈମୁରଙ୍କ ଜନ୍ମଦିନ ଡିସେମ୍ବର ୨୦ରେ । ସେ ୨ବର୍ଷର ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More