Only for Entertainment

ବାପା ସୈଫଙ୍କ କାନ୍ଧରେ ବସି ଆଉଟିଙ୍ଗରେ ବାହାରିଲେ ତୈମୁର ।

bollywood tadka
29

ତୈମୁର କୌଣସି ପପୁଲାରିଟି କ୍ଷେତ୍ରରେ କୌଣସି ଷ୍ଟାରଙ୍କ ଠାରୁ କମ ନୁହଁନ୍ତି । ଅଧିକାଂଶ ସମୟରେ ସେ ତାଙ୍କ କ୍ୟୁଟ ଫଟୋ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଦିନକୁ ଦିନ ତାଙ୍କ ଜନପ୍ରିୟତା ବଢିବାରେ ଲାଗିଛି । ଏହି କଥାକୁ ନଜର ପକାନ୍ତୁଯେ ତୈମୁର କଣ୍ଢେଇ ମଧ୍ୟ ବଜାରରେ ବିକ୍ରି ହେଉଛି । ଏହା ସହିତ ତୈମୁରଙ୍କ ଗୋଟିଏ ଫଟୋ ୧୫ ଶହ ଟଙ୍କାରେ ବିକ୍ରି ହୁଏ ।ତେଣୁ ଏଥିରୁ ଅନୁମାନ କରିହୁଏଯେ ସେ କେତେ ପ୍ରସିଦ୍ଧ ।

ନିକଟରେ କୁନି ତୈମୁରଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ତୈମୁର ଡାଡି ସୈଫଙ୍କ ସହିତ ସମୟ ବିତାଉ ଥିବାର ନଜର ଆସିଛନ୍ତି । ତେବେ ତୈମୁର ସୈଫଙ୍କ କାନ୍ଧରେ ବସିଥିବାର ଦେଖିବାକୁ ମିଳିଛି ।

 


ତୈମୁରଙ୍କ ଏହି ଫଟୋକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଅଧିକାଂଶ ସମୟରେ ଦେଖିବାକୁ ମିଳେଯେ କରୀନା ଏବଂ ସୈଫ ନିଜ ବ୍ୟସ୍ତ ଜୀବନରୁ ସମୟ ବାହାର କରି ତୈମୁରଙ୍କ ସହିତ ବିତାଇଥାନ୍ତି । ନିକଟରେ ତୈମୁର ସ୍କୁଲରେ ଖେଳରେ ମେଡାଲ ଜିତିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More