Only for Entertainment

କରୀନା-ସୈଫଙ୍କ ସାଙ୍ଗରେ ହାତରେ ଗିଟାର ଧରି ନଜର ଆସିଲେ ତୈମୁର, ଫଟୋ ଭାଇରାଲ !

48

ସୈଫ ଅଲ୍ଲୀ ଖାନ ଏବଂ କରୀନା କପୂରଙ୍କ ପୁଅ ତୈମୁର ଅଲ୍ଲୀ ଖାନ ଷ୍ଟାର କିଡଙ୍କ ମଧ୍ୟରୁ ଖୁବ ଆକ୍ଟିଭ ଶିଶୁ ଅଟନ୍ତି । ସେ ଘୋଡାସବାରୀ ହେଉ କି ଫୁଟବଲ ଖେଳିବା ହେଉ ତାଙ୍କର ସମସ୍ତ ଜିନିଷ ପ୍ରତି ଖୁବ ଇଚ୍ଛା । ଏବେ ତୈମୁରଙ୍କର ଏକ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି ।

ତୈମୁର ହାତରେ ଗିଟାର ଧରିଥିବା ସ୍ପଟ ହୋଇଛନ୍ତି । ଏହି ଫଟୋରେ ତୈମୁର ରକଷ୍ଟାରଙ୍କ ଠାରୁ ମଧ୍ୟ କିଛି କମ ଦିଶୁନାହାନ୍ତି । ତାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ ତାଙ୍କ ଫଟୋକୁ ଖୁବ ପସନ୍ଦ କରୁଛନ୍ତି । ଏହାବ୍ୟତୀତ ତୈମୁରଙ୍କ ଆଉ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ସ୍କାଇ-ବ୍ଲୁ ରଂଗର ପ୍ୟାଂଟ ଏବଂ ଗ୍ରୀନ ରଂଗର ସାର୍ଟରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More