Only for Entertainment

ଖେଳଣା ଛଡ଼ାଇବାରୁ ହଠାତ ତୈମୁର ଦେଲେ ଏଭଳି ପ୍ରତିକ୍ରିୟା ।

ndtv
24

ତୈମୁର ଅଲି ଖାନଙ୍କୁ ବଲିଉଡର ସବୁଠାରୁ ପପୁଲାର କିଡସ କୁହାଯାଏ, ଏବଂ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳେ । କାରଣ ବିଭିନ୍ନ ସମୟରେ ଏବଂ ବିଭିନ୍ନ ଶୋ’ରେ ତୈମୁରଙ୍କ ଆଲୋଚନା ହୋଇଥାଏ । କେବଳ ସେତିକି ନୁହେଁ ତ୍ରେମୁରଙ୍କର ପ୍ରତ୍ୟେକଟି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଏବେ ସେହିଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଦେଖିବାକୁ ମିଳିଛିଯେ ତୈମୁର ଅଲି ଖାନ ଖେଳଣା ପାଇଁ ଜିଦି କରୁଛନ୍ତି ।

 

View this post on Instagram

 

???

A post shared by Taimur Ali Khan (@taimuralikhanworld) on

ଭିଡ଼ିଓରେ ଏହା ମଧ୍ୟ ଦେଖିବାକୁ ମିଳିଛିଯେ ତୈମୁରଙ୍କ ସହିତ ଅନ୍ୟ ଜଣେ ପିଲା ମଧ୍ୟ ନଜର ଆସିଛନ୍ତି । ତୈମୁର ଏବଂ ସେହି ପିଲା ଖେଳଣା ପାଇଁ ଜିଦି କରୁଛନ୍ତି । ତୈମୁର ଅଲି ଖାନଏହି ଭିଡ଼ିଓରେ ଡଗି ଡଗି କହୁଥିବାର ନଜର ଆସିଛନ୍ତି । ତେବେ ତୈମୁରଙ୍କ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରାଯାଇଛି । ଯାହାପରେ ପ୍ରତିଥର ଭଳି ଏହିଥର ମଧ୍ୟ ଭିଡ଼ିଓଟି ଭାଇରାଲ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More