Only for Entertainment

ସୋସିଆଲ୍ ମିଡିଆରେ ପୁଣି ଥରେ ଚହଳ ସୃଷ୍ଟି କଲେ ତୈମୁର, ଭାଇରାଲ ହେଉଛି ଭିଡିଓ !

45

ବଲିଉଡ୍ ଅଭିନେତ୍ରୀ କରିଶ୍ମା କପୁର ମଙ୍ଗଳବାର ଏମିତି ଏକ ଭିଡିଓ ସେୟାର୍ କରିଛନ୍ତି ଯାହା ସୋସିଆଲ୍ ମିଡିଆରେ ପୁରା ଚହଳ ସୃଷ୍ଟି କରିଛି । ଭିଡିଓରେ ତାଙ୍କ ପୁଅ ଓ ଭାଇ ଅରମାନଙ୍କ ସହ ପୁତୁରା ତୈମୁରଙ୍କୁ ଦେଖିବାକୁ ମିଳିଛି । ଆଉ ତୈମୁର୍ ଏହି ଭିଡିଓରେ ଗଣେଷଙ୍କ ବନ୍ଦନା ଗାଉଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଗଣପତି ସେଲିବ୍ରେଶନ୍ ପାଇଁ କପୁର୍ ପରିବାର ଏକତ୍ରିତ ହୋଇଥିଲେ । କରିଶ୍ମା, କରିନାଙ୍କ ସହ ମାଆ ବବିତା, ପିଇସି ରିମା ଆଉ କଜନ୍ ଅର୍ମାନ୍ ଜୈନ୍ ଆଦି ଏକାଠି ନଜର ଆସିଛନ୍ତି ।

 

View this post on Instagram

 

#ganpatibappamoriya?? #family❤️ @therealarmaanjain @anissamalhotra @rimosky #kkk #ourboys

A post shared by KK (@therealkarismakapoor) on

 

View this post on Instagram

 

Wonderful Lunch ❤❤❤

A post shared by Kareena Kapoor Khan (@therealkareenakapoor) on

ଏହି ସମୟର ଅନେକ ଫଟୋକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଅଭିନେତ୍ରୀ କରିଶ୍ମା କପୁର୍ । ତେବେ ଏସବୁ ଭିତରେ ସବୁଠାରୁ ଆକର୍ଷଣୀୟ ହୋଇଛି ତୈମୁରଙ୍କ ‘ମଙ୍ଗଲ୍ ମୂର୍ତି ମୋରିୟା’ ଗାଇବା ଦୃଶ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More