Only for Entertainment

ବାହୁବଳୀ ଫେମ ଏହି ଅଭିନେତ୍ରୀଙ୍କୁ ମିଳିଲା ଶ୍ରୀଦେବୀ ଆୱାର୍ଡ଼ ।

whosdatedwho.com
0 41

ହିନ୍ଦୀ ଫିଲ୍ମ ଉଦ୍ୟୋଗ ଏବଂ ସାଉଥ ସିନେମା ଦୁଇଟିରେ କାମ କରି ସାରିଥିବା ଅଭିନେତ୍ରୀ ତମନ୍ନା ଭାଟିୟାଙ୍କୁ ଜି ଅପସରା ଆୱାର୍ଡ଼ସରେ ଶ୍ରୀଦେବୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ତମନ୍ନାଙ୍କୁ ଏହି ପୁରସ୍କାର ଦେବା ପାଇଁ ଶୃତି ହାସନ ଆସିଥିଲେ ।

 

ଶ୍ରୀଦେବୀ ପୁରସ୍କାର ପାଇବା ପରେ ତମନ୍ନା କହିଥିଲେଯେ ଶ୍ରୀଦେବୀ ସେହି ମାନଙ୍କ ମଧ୍ୟରୁ ଜଣେ ଯିଏ ହିନ୍ଦୀ ଇଣ୍ଡଷ୍ଟ୍ରିରେ ମୋର ପ୍ରେରଣା ଥିଲେ । ତାଙ୍କ ନାମରେ ରଖାଯାଇଥିବା ପୁରସ୍କାରକୁ ପାଇବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ତାଙ୍କ ଭଳି ଖୁବ କମ ବୟସରେ କାମ ଆରମ୍ଭ କରିଥିଲି ଏବଂ ମୁଁ ବୁଝି ପାରୁଛିଯେ ଷ୍ଟାରଡମ ତିଆରି କରିବାରେ ଏକ ଲମ୍ବା ସମୟ ଲାଗିଯାଏ ।

Thank u @shrutzhaasan so happy to get the award from you ???

A post shared by Tamannaah Bhatia (@tamannaahspeaks) on

ତମନ୍ନା ଇଂଷ୍ଟାଗ୍ରାମରେ ଆୱାର୍ଡ଼ ସହିତ ନିଜ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଗର୍ବ ଅନୁଭବ କରୁଥିବା କଥା ମଧ୍ୟ କ୍ୟାପ୍ସନରେ ଲେଖିଛନ୍ତି । ତମନ୍ନା ଶ୍ରୀଦେବୀଙ୍କ ଅଭିନୀତ ହିମତୱାଲାର ରିମେକରେ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More