Only for Entertainment

ତାମିଲ ଅଭିନେତ୍ରୀ ପ୍ରିୟଙ୍କା କଲେ ଆତ୍ମହତ୍ୟା, ଏହା ହେଉଛି ମୁଖ୍ୟ କାରଣ ।

The Indian Express
0 50

ତାମିଲ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁସାରେ ପ୍ରିୟଙ୍କା ତାଙ୍କ ବଲାସାରାୱକ୍କମ ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରିୟଙ୍କା ତାମିଲ ଟିଭି ଶୋ’ ୱାମସମରେ ଜ୍ୟୋତିକା ଚରିତ୍ର ପାଇଁ ଫେମଶ ହୋଇଥିଲେ ।

ବୁଧବାର ଘରର ଚାକରାଣୀ ଘର ଖୋଳିବା ପରେ ଏହି ବିଷୟରେ ସୂଚନା ମିଳିଥିଲା । ପୋଲିସ ମାମଲା ରୁଜୁ କରି ଆତ୍ମହତ୍ୟାର କାରଣ ବିଷୟରେ ଜାଞ୍ଚ କରୁଛନ୍ତି । ଖବର ଅନୁସାରେ ପ୍ରିୟଙ୍କାଙ୍କ ଆତ୍ମହତ୍ୟା କରିବାର କାରଣ ପାରିବାରିକ କଳହ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

tamil-tv-serial-actress-priyanka

ପ୍ରିୟଙ୍କାଙ୍କ ବିବାହ ପାଖାପାଖି ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ । ଏହି କାରଣରୁ ପରିବାରରେ କଳହ ଲାଗିରହୁଥିଲା । ଏବଂ ପ୍ରିୟଙ୍କା ଦୁଇ ମାସ ହେବ ତାଙ୍କ ପତିଙ୍କ ଠାରୁ ଅଲଗା ନ ରହୁଥିଲେ । ଅଭିନେତ୍ରୀଙ୍କ ଶରୀରକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇ ଦିଆଯାଇଛି । ପୋଲିସର ଜାଞ୍ଚ ପରେ ଆତ୍ମହତ୍ୟାର ମୁଖ୍ୟ କାରଣ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More