Only for Entertainment

ମା ତନୁଜାଙ୍କ ସହ ସ୍ୱିମିଙ୍ଗ ପୁଲରେ ତନିଷା ମୁଖାର୍ଜୀ କଲେ ମସ୍ତି, ଫଟୋ ହେଲା ଭାଇରାଲ !

456

ଅଭିନେତ୍ରୀ ଏବଂ ଏକ୍ସ ବିଗବସ ପ୍ରତିଯୋଗୀ ତନିଷା ମୁଖାର୍ଜୀ ନିକଟରେ ମା ତନୁଜା ମୁଖାର୍ଜୀଙ୍କ ସ୍ୱିମ ସୁଟରେ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଆଣ୍ଡାମାନ ନିକୋବର ଦ୍ୱିପର ଅଟେ । ଆଜ୍ଞା ହଁ ଆଜିକାଲି ତନିଷା ତାଙ୍କ ମା’ଙ୍କ ସହ ହଲିଡେ ଏନଜୟ କରୁଛନ୍ତି । ଫଟୋରେ ତନିଷା ମା’ଙ୍କ ସହ ପୁଲରେ ମସ୍ତି କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

? @jolchhobi_ #tanishaamukerji #waterbaby #healthymindhealthybody #andamanislands @seashellhotels

A post shared by Tanishaa Mukerji (@tanishaamukerji) on

ତନିଷା ସବୁବେଳେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ଶେୟାର କରନ୍ତି । ବିଗବସ ପରେ ତନିଷାଙ୍କ ଅନେକ ଫ୍ୟାନ ହୋଇଯାଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ବଡ ଭଉଣୀ କାଜୋଲଙ୍କ ଭଳି ଫିଲ୍ମରେ ସଫଳତା ପାଇ ପାରି ନାହାନ୍ତି । ସେ ବଲିଉଡ ଫିଲ୍ମ ସସସ…ରେ ଡେବ୍ୟୁ କରିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ ମାତ୍ର ଏହି ଫିଲ୍ମ ବକ୍ସଅଫିସରେ ଚାଲି ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More