Only for Entertainment

ତାରକ ମେହତାଙ୍କ ଟିମ ଭିଡ଼ିଓ ସେୟାର କରି ଏହିଭଳି ମନେ ପକାଇଲେ ଡାକ୍ତର ହାଥୀଙ୍କୁ ।

aajtak
0 55

୯ ଜୁଲାଇକୁ ତାରକ ମେହତା କା ଉଲଟା ଚଷମା ଫେମ କବି କୁମାର ଆଜାଦ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଚାନକ ତାଙ୍କର ବିଦାୟ ନେବା ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ସବୁଠାରୁ ଅଧିକ ପ୍ରିୟ କଳାମରଙ୍କୁ ତାରକ ମେହତାଙ୍କ ଟିମ ହରାଇଛନ୍ତି । ଶୋ’ା ପ୍ରଡ୍ୟୁସର ସମଗ୍ର ଟିମ ତରଫରୁ

ଭିଡ଼ିଓରେ ପ୍ରଡ୍ୟୁସର କବିଙ୍କର ହୃଦୟକୁ ଖୁବ ପ୍ରଶଂସା କରିଛନ୍ତି । କାରଣ ସେ ଖୁବ ଖୁସମିଜାଜର ବ୍ୟକ୍ତିତ୍ୱ ଥିଲେ । ଏହା ସହିତ ସେ ଲେଖିଛନ୍ତିଯେ ଫୁଲ ଶୁଖିଯାଏ କିନ୍ତୁ ବାସ୍ନା ରହିଯାଏ । କବି ମଧ୍ୟ ଆମ ହୃଦୟରେ ସବୁବେଳେ ରହିବେ । କବି ଖୁବ ପଜିଟିଭ ଥିଲେ ଓ ସମସ୍ତଙ୍କୁ ସବୁବେଳେ ହସାଉଥିଲେ । ତେଣୁ ତାଙ୍କ ଯିବାପରେ ଯଦି ଆମେ ଦୁଃଖିତ ରହିବୁ ତାଙ୍କୁ ମଧ୍ୟ ଦୁଃଖ ପହଂଚିବ । ଆମେ ତାଙ୍କୁ ଶ୍ରଦ୍ଧାଂଜଳି ନୁହେଁ ହାସ୍ୟାଜଂଳି ଅର୍ପଣ କରୁଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More