ଦେଖନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ୧୦ଟି ଟି ଗାର୍ଡେନ ।
ସକାଳର ଏକ କପ ଚା ସାରା ଦିନକୁ ତାଜା କରିଦିଏ । ତେବେ ଆପଣ ଜାଣନ୍ତି କି ଏଭଳି କିଛି ଚା ବଗିଚା ରହିଛି ଯାହା ଦୁନିଆର ସବୁଠାରୁ ସୁନ୍ଦର ଚା ବଗିଚା ।ଆସନ୍ତୁ ନଜର ପକାଇବା ।
ସକାଳର ଏକ କପ ଚା ସାରା ଦିନକୁ ତାଜା କରିଦିଏ । ତେବେ ଆପଣ ଜାଣନ୍ତି କି ଏଭଳି କିଛି ଚା ବଗିଚା ରହିଛି ଯାହା ଦୁନିଆର ସବୁଠାରୁ ସୁନ୍ଦର ଚା ବଗିଚା ।ଆସନ୍ତୁ ନଜର ପକାଇବା ।
ମାଲେସିଆର ପହାଂଗ ରାଜ୍ୟର କାମରନ ହାଇଲ୍ୟାଣ୍ଡସ ।
କେରଳର ମୁନ୍ନାର ଟି ଗାର୍ଡ଼େନ ।
ସାଉଥ କୋରିଆର ରିଓଲ ।
ନଲିନ କାଉଂଟି ତାଇବନର ଝାଁଙ୍ଗ ହୁଁ ଗାଁ ।
କେନ୍ୟାର କେରିଚୋ ।
ଚୀନର ହୁବେଇ ।
ଚୀନର ୟାନ ସିଚୁଆନ ।
ର୍ୱାଣ୍ଡାର ରାଜଧାନୀ କେଗାଲି ମୁଲିଂଟି ଟି ଇଷ୍ଟେଟ ।
ତ୍ରୀପୁରାର ରାଜଧାନୀ ଅଗରତାଲାର ଦୂର୍ଗାବାଡ଼ୀ ଚା ବଗିଚା ।
ଚୀନର ସ୍ୟୁନିଙ୍ଗ କାଉଂଟିର ଗୁଲଦାଉଦୀ ।