Only for Entertainment

ଭାଇରାଲ ଭିଡିଓ: ଭଗବାନ ଶିବଙ୍କ ବେକରେ ଯାଇ ବସିଲା କୋବ୍ରା, ଆପଣ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ndtv
0 58

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ କୋବ୍ରା ଭଗବାନ ଶିବଙ୍କ ମୂର୍ତ୍ତି ଉପରେ ବସିଛି । ଏହି ଭିଡିଓ ଖୁବ ମାତ୍ରାରେ ଶେୟାର ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଶ୍ରାବଣ ମାସ କାରଣରୁ ଲୋକମାନେ ଶିବଙ୍କୁ ପ୍ରସନ୍ନ କରିବା ଲାଗି ବ୍ରତ ରଖନ୍ତି ଏବଂ ରୀତିନୀତିରେ ପୂଜା କରନ୍ତି । ଭଗବାନ ଶିବଙ୍କ ଗଳାରେ ନାଗ ସବୁବେଳେ ଦେଖିବାକୁ ମିଳନ୍ତି । ଠିକ ସେହିଭଳି ଏକ କୋବ୍ରା ଭଗବାନଙ୍କ ଗଳାରେ ଲଟକି ଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଏକ ରିପୋର୍ଟ ମୁତାବକ, ଏହି ଘଟଣା ତେଲେଙ୍ଗାନାର କରୀମ ନଗରରେ ହୋଇଛି । ଏହି ଘଟଣାକୁ ଲୋକମାନେ ଶୁଭ ମାନୁଛନ୍ତି । ଲୋକମାନେ ଅନେକ ଭିଡିଓ ବନାଇଥିଲେ ଏବଂ ସେଲ୍ଫି ମଧ୍ୟ ନେଲେ ଏହାପରେ ଏକ ରେସ୍କ୍ୟୁ ଟିମ ଆସି ଏହି କୋବ୍ରାକୁ ଉଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More