Only for Entertainment

ରିଲିଜ ହେଲା ଲଭରାତ୍ରୀର ଭିଡ଼ିଓ ସଙ୍ଗ । ହୃଦୟକୁ ଛୁଇଁଯିବ ।

youtube
0 33

ବଲିଉଡ ଫିଲ୍ମ ଲଭରାତ୍ରୀର ଭିଡ଼ିଓ ସଙ୍ଗ ତେରା ହୁଆ ରିଲିଜ ହୋଇଛି । ଯେଉଁଥିରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ଏବଂ ୱାରିନା ହୁସେନଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଫିଲ୍ମ ସଲମାନଙ୍କ ଫିଲ୍ମ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମାଣ କରାଯାଉଛି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଭିରାଜ ମୀନାୱାଲା । ଗୀତକୁ ଗାଇଛନ୍ତି ଅତିଫ ଅସଲାମ । ଲିରିକ୍ସ ଦେଇଛନ୍ତି ମନୋଜ ମଂଟାସିର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More