Only for Entertainment

ରିଲିଜ ହେଲା ‘ଦ ଏକ୍ସଟ୍ରାଡିନାରି ଜର୍ଣ୍ଣି ଅଫ୍ ଦ ଫକିର’ର ପ୍ରଥମ ଟ୍ରେଲର, ଦେଖନ୍ତୁ

YouTube
44

ମୁକ୍ତିଲାଭ କଲା ଇଂଲିସ୍ ଫିଲ୍ମ ‘ଦ ଏକ୍ସଟ୍ରାଡିନାରି ଜର୍ଣ୍ଣି ଅଫ୍ ଦ ଫକିର୍’ର ପ୍ରଥମ ଟ୍ରେଲର୍ ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ ଷ୍ଟାର ଧନୂଷଙ୍କୁ ଦେଖିବାକୁ ମିଳିଛି । ଗୋଲ୍ଡେନ୍ ରେସିଓ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ଅଭିନେତା ଧନୂଷଙ୍କୁ ଜଣେ ଫକିର୍ ଭାବେ ଦେଖିବାକୁ ମିଳିବ । ସ୍ଲମ୍ ଏରିଆରେ ରହୁଥିବା ଏକ ଛୁଆ କିଭଳି ଧନି ହେବା ପାଇଁ ଯାଦୁ କରିବା ସିଖେ । ଆଉ ଏହାପରେ ଢୋଙ୍ଗି ଫକିର୍ ବନେ ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେନ୍ ସ୍କଟ୍ ।
ଦେଖନ୍ତୁ ଟ୍ରେଲର-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More