Only for Entertainment

ବିବାହ କରିନେଲେ ଚନ୍ଦୁ-ଭୁରୀ, କ୍ୟାପ୍ସନରେ ଲେଖିଲେ କ’ଣ କରିବେ କପିଲ ପାଜୀ?

aajtak
132

କପିଲ ଶର୍ମାଙ୍କ ଶୋ ଏବେ ଟିଆରପି ଲିଷ୍ଟରେ ଟପରେ ରହିଛି । ଶୋ’ରେ ଏହିଥର ପ୍ରସ୍ଥାନମର ଟିମ ପ୍ରମୋଶନ ପାଇଁ ପହଂଚିଥିଲେ । ଏହି ମଧ୍ୟରେ ଶୋ’ର ସୁମୋନା ଚକ୍ରବର୍ତ୍ତୀ ଏବଂ ଚନ୍ଦନ ପ୍ରଭାକରଙ୍କ ଏକ ଫଟୋ ଭାଇରାଲ ହେଉଛି । ଫଟୋରେ ଚା ବାଲା ଚନ୍ଦୁ ବା ଚନ୍ଦନ ପ୍ରଭାକର ବର ଏବଂ ଭୁରୀ ବା ସୁମୋନା ଚକ୍ରବର୍ତ୍ତୀ କନ୍ୟା ଭାବରେ ନଜର ଆସିଛନ୍ତି । କିନ୍ତୁ ଏହି ଫଟୋରେ ଚନ୍ଦନ ପ୍ରଭାକର କପିଲ ଶର୍ମାଙ୍କୁ ଖାସ କମେଂଟ ଲେଖିଛନ୍ତି ।

 


କ୍ୟାପ୍ସନରେ ଚନ୍ଦନ ଲେଖିଛନ୍ତି ଯେତେବେଳେ ବର କନ୍ୟା ରାଜି କ’ଣ କରିବେ କପିଲ ପାଜୀ? ଏହି କମେଂଟରେ ଭାରତୀ ସିଂ ଲେଖିଛନ୍ତି, ଯାହା ହେଉଛି ଠିକ ହେଉନାହିଁ ।

ଶୋ’ରେ ଚନ୍ଦୁ ଏବଂ ଭୁରୀଙ୍କ କଳି ଝଗଡ଼ା ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏବେ ଚନ୍ଦନ ଏହି ଫଟୋ ଶେୟାର କରିବା ପରେ ଫ୍ୟାନ୍ସ ମଜାଦାର କମେଂଟ କରିବାରେ ତିଳେ ମାତ୍ର ବିଳମ୍ବ କରୁନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More