Only for Entertainment

ସାମ୍ନାକୁ ଆସିଲା ‘ଦ କପିଲ ଶର୍ମା ଶୋ’ର ନୂଆ ପ୍ରମୋ, ସେଲିବ୍ରିଟିଙ୍କ ହସ ଦେଖିଲେ ଆପଣ ନିଜକୁ ରୋକି ପାରିବେ ନାହିଁ ।

hindustan times
40

କମେଡି କିଙ୍ଗ କପିଲ ଶର୍ମା ନିଜର ବହୁ ଚର୍ଚ୍ଚିତ ଶୋ ‘ଦ କପିଲ ଶର୍ମା ଶୋ’ ଶହିତ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି । କପିଲ ଏହାର ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି । ନିକଟରେ ଶୋ’ର ନୂଆ ପ୍ରମୋକୁ ରିଲିଜ କରାଯାଇଛି । ଯାହାକୁ ଦେଲଖିଲେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ ।

ପ୍ରମୋରେ ସଲମାନ ଖାନ, ସଲିମ ଖାନ, ରଣବୀର ସିଂ, ଅରବାଜ ଖାନ, ରେହିତ ସେଟ୍ଟୀ ଏବଂ ସାରା ଅଲ୍ଲୀ ଖାନଙ୍କ ପରି କଳାକାର ନଜର ଆସିଛନ୍ତି । ସମସ୍ତ ଷ୍ଟାର ଶୋ’ ହସୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ଶୋ’ କେବେ ଠାରୁ ପ୍ରସାରଣ କରାଯିବ ତାହାର ସୂଚନା ପ୍ରମୋରେ ଦିଆଯାଇନାହିଁ ।

ଦେଖନ୍ତୁ ପ୍ରମୋ-

କହିରଖୁଛୁ ଯେ, କପିଲଙ୍କ ଏହି ଶୋ’ରେ ସୁମୋନା ଚକରବର୍ତ୍ତୀ, ଚନ୍ଦନ, କିକୁ, ଭାରତୀ, କୃଷ୍ଣା ଅଭିଷେକ ଏବଂ ରେଚେଲ ରାଓଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More