Only for Entertainment

ଦୁନିଆର ସବୁଠାରୁ ଦାମୀ ପଦାର୍ଥ, ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

Travis Simpkins
0 43

ସୁନା ଏବଂ ହୀରା ଠାରୁ ଅଧିକ ଦାମୀ ପଦାର୍ଥ ଆଉ କିଛି ନାହିଁ ବୋଲି ଆପଣ ଭାବୁଥିବେ । ମାତ୍ର ଏହିପରି ଏକ ଦାମୀ ପଦାର୍ଥ ଅଛି , ଯାହାର ମୂଲ୍ୟରେ ଗୋଟିଏ ଦେଶ ବି କିଣି ହେବ । ଆଜ୍ଞା ହଁ ସେହି ଦାମୀ ପଦାର୍ଥର ନାମ ହେଉଛି ‘ଆଣ୍ଟିମାଟର’ ।

antimatter

 

ଆଣ୍ଟିମାଟର ଇଲୋଟରାନ ଏବଂ ପୋଜିଟ୍ରୋନର ମିଶ୍ରଣରେ ଗଠନ ହୋଇଥାଏ । ସେଥିରେ ବ୍ୟବହାର ହେଉଥିବା ୧୦ ଗ୍ରାମ ପୋଜିଟ୍ରୋନର ମୂଲ୍ୟ ହେଉଛି ୨୦୫ ମିଲିୟନ ଡଲାର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏକ କିଲୋଗ୍ରାମ ଆଣ୍ଟିମାଟରର ମୂଲ୍ୟ ହେଉଛି ୨୫ ଟ୍ରିଲିୟନ ଡଲାର ବା ୧ ଲକ୍ଷ କୋଟି ଟଙ୍କା । ମହାକାଶକୁ ଯାତ୍ରା କରିବା ସମୟରେ ଏହି ଆଣ୍ଟିମାଟରକୁ ଯନ୍ତ୍ର ବ୍ୟବହାର କରାଯାଇଥାଏ । ନାସାରେ ଏହି ପଦାର୍ଥ ବହୁ ସୁରକ୍ଷା ମଧ୍ୟରେ ରଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More