Only for Entertainment

ପ୍ରେମରେ ଅଧିକାଂଶ ସମୟରେ ଧୋକା ଖାଇଥାନ୍ତି ଏହି ଦୁଇ ନାମର ଝିଅ ।

punjab keasri
45

ପ୍ରେମ ଏକ ପବିତ୍ର ଅନୁଭବ । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଥରେ ମଧ୍ୟ ଅନୁଭବ କରିବାକୁ ଚାହାଁନ୍ତି । ଆପଣ ଯଦି ଜଣକୁ ଖୁବ ଭଲ ପାଆନ୍ତି ଏବଂ ସେ ମଧ୍ୟ ସେତିକି ଭଲ ପାଇବ ତାହା ଆଶା କରିବା ଭୁଲ । କିଛି ପାର୍ଟନର ସେମାନଙ୍କ ଜୀବନସାଥିକୁ ଅଧା ରାସ୍ତାରେ ଏକା କରି ଛାଡ଼ି ଚାଲିଯାଆନ୍ତି । ଆଜି ଆମେ ସେହି ଦୁଇ ନାମର ଝିଅଙ୍କ ବିଷୟରେ କହିବୁ ଯାହାଙ୍କୁ ପ୍ରେମରେ ଧୋକା ମିଳିଥାଏ ।

ପି ଅକ୍ଷରର ଝିଅ-
ସ୍ୱଭାବରେ ଶାନ୍ତ ଏହି ଅକ୍ଷରର ଝିଅଙ୍କୁ ପ୍ରାୟତଃ ପ୍ରେମରେ ଧୋକା ମିଳିଥାଏ । ଯେଉଁ ପୁଅ ଏମାନଙ୍କ ଜୀବନରେ ଆସିଥାନ୍ତି ସେମାନେ ତାଙ୍କୁ ଛାଡ଼ି ଚାଲିଯାଆନ୍ତି ।ଏମାନେ ବାରମ୍ବାର ଧୋକା ପାଇଥାନ୍ତି ଏବଂ ମନେ ମନେ ଖୁବ ଦୁଃଖି ରହିଥାନ୍ତି ।

କେ ଅକ୍ଷରର ଝିଅ-
ଏହି ଅକ୍ଷରର ଝିଅ ଚଂଚଳ ସ୍ୱଭାବର ହୋଇଥାନ୍ତି ଏବଂ ସୁନ୍ଦର ମଧ୍ୟ ।ସେମାନେ ଯାହାକୁ ହୃଦୟରୁ ଚାହାଁନ୍ତି ସେମାନଙ୍କ ଠାରୁ ଭଲପାଇବା ମିଳେ ନାହିଁ । ଏମାନେ ଧୋକାକୁ ସହ୍ୟ କରିପାରନ୍ତି ନାହିଁ ଏବଂ ପାର୍ଟନର କାର୍ଯ୍ୟକଳାପରେ ଏମାନେ ଖୁବ ଚିନ୍ତିତ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More