Only for Entertainment

ପତ୍ନୀଙ୍କ ଗୁଲାମ ହୋଇଥାଆନ୍ତି ଏହି ରାଶି ଧାରୀ ବ୍ୟକ୍ତି ।

biblical
0 221

ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ ମାତ୍ର ସବୁ ଝିଅଙ୍କର ଆଶା ରହିଥାଏ ବିବାହ ପରେ ଯେମିତି ତାଙ୍କ ସ୍ୱାମୀ ସବୁ କଥା ଶୁଣନ୍ତୁ । କିଛି ସ୍ତ୍ରୀ ନିଜ କଥାରେ ସ୍ୱାମୀଙ୍କୁ ନିୟନ୍ତ୍ରଣ କରି ରଖିଥାଆନ୍ତି ଏବଂ କିଛି ସ୍ୱାମୀ ସ୍ୱଇଚ୍ଛାରେ ନିଜ ସ୍ତ୍ରୀର ସବୁ ଖୁସିକୁ ପୂରଣ କରିବାକୁ ପସନ୍ଦ କରିଥାଆନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ନାଁ ଥିବା ପତିଙ୍କ ସମ୍ପର୍କରେ କହିବୁ ଯେଉଁମାନେ କୌଣସି ନା କୌଣସି କାରଣରୁ ସ୍ତ୍ରୀଙ୍କର ଗୁଲାମି କରିଥାଆନ୍ତି ।

ଏ ଅକ୍ଷର ପୁରୁଷ
ଏହି ନାମ ଥିବା ପୁରୁଷଙ୍କୁ ନିଜ ସ୍ତ୍ରୀର ସେବା କରିବାକୁ ପସନ୍ଦ କରିଥାଆନ୍ତି । ଏହି ଅକ୍ଷର ଧାରୀ ପୁରୁଷ ନିଜ ସ୍ତ୍ରୀକୁ ସବୁବେଳେ ଖୁସି ରଖିବା ପାଇଁ ପସନ୍ଦ କରନ୍ତି ଏବଂ ନିଜ ସ୍ତ୍ରୀଙ୍କୁ କିଛି ପ୍ରକାର କଷ୍ଟ ଦିଅନ୍ତି ନାହିଁ ।

240_F_201014480_2rFLEmfdYUJJ3jizHZexLpm8fOCaUWNN

କେ ଅକ୍ଷର ପୁରୁଷ
ଜିଦ୍ଦିଆ ସ୍ୱଭାବ ଥିଲେ ମଧ୍ୟ ଏହି ଅକ୍ଷରର ପୁରୁଷ ପତ୍ନୀଙ୍କ ନିୟନ୍ତ୍ରଣରେ ରହିଥାଆନ୍ତି । ଏମାନେ ନିଜ ସ୍ତ୍ରୀ ପାଇଁ କିଛି ବି କରିପାରନ୍ତି । ବିବାହ ପୂର୍ବରୁ ଏହି ରାଶିର ପୁରୁଷ ବହୁତ ରାଗ ଦେଖଶନ୍ତି ମାତ୍ର ବିବାହ ପରେ ସମ୍ପୂର୍ଣ୍ଣ ବଦଳି ଯାଆନ୍ତି ।

ଆର ଅକ୍ଷର ପୁରୁଷ
ନିଜ ପତ୍ନରୀ ଖୁସି ପାଇଁ ସମସ୍ତ ଚେଷ୍ଟା ଚଳାଇଥାଆନ୍ତି । ବିବାହ ପରେ ଏହି ରାଶିର ବ୍ୟକ୍ତି ନିଜ ସ୍ତ୍ରୀକୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ । ଏମାନେ ନିଜ ସ୍ତ୍ରୀ କୁ ଏତେ ଭଲ ପାଇଥାଆନ୍ତି ଯେ କୌଣସି କାମ କରିବାକୁ ଏମାନେ ଦିଅନ୍ତି ନାହିଁ । ଅଫିସରୁ ଫେରିଲା ପରେ ମଧ୍ୟ ଏହି ରାଣିର ବ୍ୟକ୍ତି ସ୍ତ୍ରୀଙ୍କ ସହ ମିଶି ସାହାଯ୍ୟ କରିଥାଆନ୍ତି ।

ପି ଅକ୍ଷର ପୁରୁଷ
ଏହି ନାମଧାରୀ ବ୍ୟକ୍ତି ସବୁ କଥା ବୁଝି ଥାଆନ୍ତି । ଏହି କାରଣରୁ ନିଜର ବୈବାହିକ ଜୀବନକୁ ଖୁବ ବୁଦ୍ଧିମାନର ସହ ତୁଲାଇଥାଆନ୍ତି । ଏହି ରାଶିର ବ୍ୟକ୍ତି ପତ୍ନୀଙ୍କର ସବୁ କଥା ମାନିଥାଆନ୍ତି ଏବଂ ନିଜ ପତ୍ନୀଙ୍କୁ ଖୁବ ଭଲ ପାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More