Only for Entertainment

ପରିବାରରେ ହେଉଥିବା ଝଗଡାର ମୁଖ୍ୟ କାରଣ ହେଉଛି ଏହି ୫ଟି ବାସ୍ତୁ ଦୋଷ

you tube
76

ପରିବାରରେ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଝଗଡା ଲାଗି ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି ଘରେ ଥିବା କିଛି ବାସ୍ତୁ ଦୋଷ । ଦେବେ ଆସନ୍ତୁ ଜାଣିବା ସେ ବି ଷୟରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଦିଗ ଉଚ୍ଚା ହୋଇନଥିବା ଏହା ଦ୍ୱାରା ବାପା ପୁଅ ମଧ୍ୟରେ ଝଗଡା ଲାଗି ରୁହେ ।

ଘରର ଉତ୍ତର ପୂର୍ବ ଦିଗରେ ଷ୍ଟୋର ରୁମ ନିର୍ମାଣ କରିବା ଅନୁଚିତ । ଏହା ଦ୍ୱାରା ଗରର ସଦସ୍ୟଙ୍କ ମଧ୍ୟରେ ଝଗଲା ଲାଗି ରହିଥାଏ । ଷ୍ଟୋର ରୁମ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ନିର୍ମାଣ କରନ୍ତୁ ।

ଭୁଲ ଦିଗରେ ବାର୍ଥରୁମ କିମ୍ବା କିଚେନ ଘରେ ଝଗଡାର କାରଣ ହୋଇପାରେ । ବାସ୍ତୁ ଅନନୁସାରେ ଉତ୍ତର-ପୂର୍ବ ଦିଗରେ ବାର୍ଥରୁମ ରଖନ୍ତୁ ନାହିଁ । କିଚେନ ଦକ୍ଷିଣ ପୂର୍ବ ଏବଂ ବାର୍ଥରୁମ ଦକ୍ଷିଣ-ପଶ୍ଚିମ ଦିଗରେ ନିର୍ମାଣ କରିବା ଉଚିତ । ଏହା ଦ୍ୱାରା ଘରେ ଶାନ୍ତି ରହିବ ।

ଉତ୍ତର ପୂର୍ବ ଦିଗରେ ବଜୁଳି ଉପକାରଣ ରଖିବା ଦ୍ୱାରା ଘରେ ଝଗଡା ହୋଇଥାଏ ।

ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ ଡଷ୍ଟବିନ ରଖିବା ଅନୁଚିତ । ଏହାକୁ ଘରର ପୂର୍ବ ଭାଗରେ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More