Only for Entertainment

ବୋହୁକୁ ଝିଅ କରି ରଖନ୍ତି ଏହି ୭ଟି ନାମର ମହିଳା ।

PUNJABKESARI
50

ଝିଅ ମାନଙ୍କୁ ବିବାହ ପୂର୍ବରୁ ସବୁଠାରୁ ଅଧିକ ଚିନ୍ତା ହେବାକୁ ଥିବା ଶାଶୁକୁ ନେଇ ରହିଥାଏ । ସେମାନେ ସବୁବେଳେ ଗୋଟିଏ କଥାକୁ ଡରନ୍ତିଯେ ଶାଶୁ ସହିତ ସେମାନଙ୍କର ତାଳମେଳ ପଡ଼ିବ କି ନାହିଁ । ଶାଶୁ ଠାରୁ ମା ଭଳି ପ୍ରେମ ମିଳିବ ନା ନାହିଁ ।

A – ଏହି ଅକ୍ଷରର ନାମ ଆରମ୍ଭ ହେଉଥିବା ମହିଳା ବୋହୁର ଖୁବ ଯତ୍ନ ନିଅନ୍ତି । ତାକୁ ଝିଅ ଭଳି ରଖନ୍ତି । ବୋହୁକୁ କେହି ମଧ୍ୟ ସମସ୍ୟାରେ ନପକାନ୍ତୁ ତାହା ସେମାନେ ଚେଷ୍ଟା କରନ୍ତି । ଏମାନେ ଘର ଲୋକ ଏବଂ ବୋହୁ ମଧ୍ୟରେ କୌଣସି ବିଭେଦ ଦେଖନ୍ତି ନାହିଁ ।

H -ଯେଉଁ ମହିଳାଙ୍କ ନାମ ଏଚ ଅକ୍ଷରରୁ ଆରମ୍ଭ ହୁଏ ସେମାନେ ତାଙ୍କ ବୋହୁକୁ ଅଧିକ ସମ୍ମାନ ଦିଅନ୍ତି । ବୋହୁକୁ ଘରର ଲକ୍ଷ୍ମୀର ସମ୍ମାନ ଦେବାକୁ ଚେଷ୍ଟା କରନ୍ତି । ଏହି ପ୍ରକାରର ମହିଳା ଝିଅ ଏବଂ ବୋହୁ ମଧ୍ୟରେ କୌଣସି ତଫାତ ଦେଖନ୍ତି ନାହିଁ ।

L – ଏହି ପ୍ରକାରର ମହିଳାଙ୍କ ହୃଦୟ ଖୁବ ସୁନ୍ଦର । ବୋହୁକୁ କୌଣସି ସମସ୍ୟା ନ ହେଉ ଏମାନେ ଚାହାଁନ୍ତି । ତେଣୁ ଏମାନଙ୍କ ମଧ୍ୟରେ ସଂପର୍କ ଭଲ ମଜବୁତ ରହିଥାଏ । ଘରର ଅନ୍ୟ ସଦସ୍ୟ ଏବଂ ବୋହୁ ମଧ୍ୟରେ ଏମାନେ କୌଣସି ବିଭେଦ ଦେଖନ୍ତି ନାହିଁ ।

N- ଏମାନଙ୍କ ହୃଦୟ ସଫା ହୋଇଥାଏ । ଏହିଭଳି ଶାଶୁ ବୋହୁଙ୍କର ସଂପର୍କ ଭଲ ରହେ । ଦୁଇ ଜଣ ଖାପଖୁଆଇ ପାରନ୍ତି । ବୋହୁକୁ ଝିଅ ଭଳି ଭଲପାଇବା ଦିଅନ୍ତି । ଅସୁବିଧା ଆସିଲେ ମଧ୍ୟ ବୋହୁର ହାତ ଛାଡ଼ନ୍ତି ନାହିଁ ।

S -ଏମାନେ ଖୁବ ଯତ୍ନ ନିଅନ୍ତି । ବୋହୁକୁ ଖୁବ ସାହାଯ୍ୟ କରନ୍ତି ଏବଂ ଝଅି ଭଳି ଦେଖନ୍ତି । ବୋହୁକୁ ଖୁବ ସମର୍ଥନ କରନ୍ତି ।

T-ସ୍ୱଭାବରେ ଶାନ୍ତ ଏହି ମହିଳାଙ୍କ ହୃଦୟ ଖୁବ ସଫା । ଏମାନେ ଯେତେ ଦୂର ହେବ କଳି ଝଗଡ଼ା ଠାରୁ ଦୂରେଇ ରହିଥାନ୍ତି । ଏହି କାରଣରୁ ଶାଶୁ ବୋହୁ ମଧ୍ୟରେ ଝଗଡ଼ା ହୁଏ ନାହିଁ । ଏମାନେ ଚେଷ୍ଟା କରନ୍ତି ବୋହୁକୁ ଯେପରି କୌଣସି ସମସ୍ୟା ନ ହେଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More