Only for Entertainment

ପୁରୁଷଙ୍କ ମଧ୍ୟରେ ଥାଏ ମହିଳାଙ୍କର ଏହି ସମସ୍ତ ଗୁଣ !

The Cheat Sheet
0 58

ଯଦି ଆମେ ଏଭଳି କହୁ ଯେ ମହିଳାଙ୍କ ଭଳି ଗୁଣ ଏବଂ ଅଭ୍ୟାସ ପୁରୁଷଙ୍କ ମଧ୍ୟରେ ରହିଛି ତାହା କଣ ଆପଣ ବିଶ୍ୱାସ କରିବେ ? ହୁଏତ ନାଁ, କିନ୍ତୁ ଏହା ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ରୋମାଂଚକ ଅଭ୍ୟାସ ବିଷୟରେ କହିବୁ ଯାହା ମହିଳାଙ୍କ ଅଭ୍ୟାସ ଅଟେ ମାତ୍ର ପୁରୁଷ ମଧ୍ୟ ଏହି ଅଭ୍ୟାସରେ ଜଡିତ ଅଟନ୍ତି ।

ସମସ୍ତଙ୍କୁ ଜଣା ମହିଳା ଏବଂ ଝିଅମାନେ ସପିଂ କରିବାକୁ ଖୁବ ପସନ୍ଦ କରନ୍ତି, କିନ୍ତୁ ଯଦି ଏଠାରେ କଥା ଆମେ ପୁୁରୁଷଙ୍କର ତେବେ ଆପଣ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଅନେକ ପୁରୁଷ ଏଭଳି ଅଛନ୍ତି ଯାହାଙ୍କୁ ଶପିଂ କରିବାକୁ ଖୁବ ପସନ୍ଦ । ସେମାନେ ନିଜକୁ ମେଂଟେନ ରଖିବାକୁ ଖୁବ ପସନ୍ଦ କରନ୍ତି । ନିଜ ପାଇଁ ଷ୍ଟାଇଲିସ ପୋଷାକ କିଣିବା ଠାରୁ ଆରମ୍ଭ କରି ଜୋତା ଏବଂ ଚଷମା ମଧ୍ୟ ତାଙ୍କର ଖୁବ ପସନ୍ଦ ଅଟେ । କେବଳ ସେତିକି ନୁହେଁ, ଅନେକ ପୁରୁଷ ପାର୍ଲର ମଧ୍ୟ ଯିବାକୁ ପସନ୍ଦ କରନ୍ତି ।

ଆପଣଙ୍କୁ କଣ ଲାଗୁଛି ୟା ତା ବିଷୟରେ କଥା ହେବା କଣ କେବଳ ମହିଳା କରନ୍ତି? ପୁରୁଷ ମାନେ ମଧ୍ୟ ମହିଳାଙ୍କ ଭଳି ଅନ୍ୟ ବିଷୟରେ ଗପନ୍ତି । କୌଣସି କଥାକୁ ବୁଝାମଣା କରିବା ପରିବର୍ତ୍ତେ ଅନ୍ୟ ବିଷୟରେ ଗସିପ ମଧ୍ୟ କରନ୍ତି ।
ଆପଣଙ୍କୁ କଣ ଲାଗୁଛି କେବଳ ମହିଳାମାନେ ରୋଷେଇ କରିବାକୁ ପସନ୍ଦ କରନ୍ତି ନାଁ ପୁରୁଷମାନେ ମଧ୍ୟ ରୋଷେଇ କରିବାକୁ ପସନ୍ଦ କରନ୍ତି ।

କୁହାଯାଏ ଯେ ମର୍ଦ କୋ ଦର୍ଦ ନେହି ହୋତା । ଏପରିକି ମାନନ୍ତି ପୁରୁଷ କାନ୍ଦିଲେ ଭଲ ଦିଶନ୍ତି ନାହିଁ କିମ୍ବା ଭଲ ନୁହେଁ । କିନ୍ତୁ ସତ ତ ଏହା ଯେ ସେମାନଙ୍କର ଭାବନାରେ ଆଘାତ ହୋଇଥାଏ , ଯଦି ଏହି ପରିସ୍ଥିତିରେ ପୁରୁଷ କାନ୍ଦନ୍ତି ତେବେ ଏହା ବଡ କଥା ନୁହେଁ । ଏଭଳି ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନିଜର ଭାବନା ଉପରେ କାବୁ ପରି ପାରନ୍ତି ଏବଂ କାନ୍ଦି ପକାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More