Only for Entertainment

ଖୁବଶୀଘ୍ର ପ୍ରେମରେ ପଡ଼ିଥାନ୍ତି ଏହି ଅକ୍ଷରର ବ୍ୟକ୍ତି ।

youtube
47

ପ୍ରେମ ତ ସମସ୍ତଙ୍କୁ ହୁଏ । ତାହା ବିବାହ ପୂର୍ବରୁ ହେଉ ବା ବିବାହ ପରେ । କିନ୍ତୁ ଏଭଳି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ ଖୁବଶୀଘ୍ର ପ୍ରେମରେ ପଡ଼ିଥାନ୍ତି । ତେବେ ଏହାକୁ ନେଇ ଏକ କଥା ରହିଛିଯେ ଅକ୍ଷରରୁ ଆପଣ ଜାଣିପାରିବେ ସେହି ବ୍ୟକ୍ତିଙ୍କ ବିଷୟରେ ।

ଯେଉଁ ବ୍ୟକ୍ତିଙ୍କ ନାମ A ଅକ୍ଷରରୁ ଆରମ୍ଭ ସେହି ବ୍ୟକ୍ତି ବହୁତ ଆବେଗସମ୍ବନ୍ଧୀୟ ସ୍ୱଭାବର ହୋଇଥାନ୍ତି । ତାଙ୍କର ଏହି ସ୍ୱଭାବ ଯୋଗୁଁ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ ତାଙ୍କ ଜୀବନସାଥୀଙ୍କ ହାତ କଦାପି ଛାଡିନଥାନ୍ତି ।

– G ଅକ୍ଷରର ବ୍ୟକ୍ତି ବହୁତ ଶୀଘ୍ର ଅନ୍ୟଜଣଙ୍କୁ ହୃଦୟ ଦେଇଦିଅନ୍ତି । ସେଥିପାଇଁ ଏମାନଙ୍କୁ ଜୀବନସାଥୀ ମିଳିବା କଷ୍ଟ ହୁଏ ନାହିଁ । ପ୍ରଥମ ଦେଖାରୁ ଏମାନଙ୍କୁ ପ୍ରେମ ହୋଇ ଯାଇଥାଏ । ଏବଂ ତାଙ୍କ ଜୀବନସାଥୀଙ୍କୁ ସାରା ଜୀବନ ଭଲ ପାଇବା ଦେଇଥାନ୍ତି ।

– M ଅକ୍ଷରର ବ୍ୟକ୍ତି ସର୍ବଦା ଶାନ୍ତ ସରଳ ସ୍ୱଭାବର ହୋଇଥାନ୍ତି । ସେଥିପାଇଁ ଖୁବ୍ ଶୀଘ୍ର ଯେକୌଣସି ବ୍ୟକ୍ତିଙ୍କ କଥାରେ ପଡି ଯାଇଥାନ୍ତି ।

– P ଅକ୍ଷରର ବ୍ୟକ୍ତି ସର୍ବଦା ପ୍ରେମ ବିବାହ କରିବା ପାଇଁ ପସନ୍ଦ କରିଥାନ୍ତି । ଏବଂ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ କଦାପି ତାଙ୍କ ଜୀବନସାଥୀଙ୍କୁ ଧୋକା ଦେଇନଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More