Only for Entertainment

ଏହି ୭ଟି ଗୀତ ବିନା ଅଧୁରା ଦୀପାବଳି ପର୍ବ, ଜାଣନ୍ତୁ ପୂରା ଲିଷ୍ଟ

Entertainment
39

ପୂରା ଦେଶରେ ଆଲୋକର ପର୍ବ ଦୀପାବଳିର ଧୂନ ଛାଇ ରହିଛି । ଏହି ଫେଷ୍ଟିଭାଲକୁ ନେଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବି କ୍ରେଜ ଦେଖିବାକୁ ମିଳିଥାଏ । ଏପରି କି ଦୀପାବଳି ଓ ବଲିଉଡ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦୀପାବଳିକୁ ନେଇ ଅନେକ ଗୀତ ନିର୍ମାଣ କରାଯାଇଛି ଯାହା ଖୁବ ଲୋକପ୍ରିୟ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଚର୍ଚ୍ଚିତ ଗୀତ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଖୁସିକୁ ଦୁଇ ଗୁଣ ବଢାଇଦେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More