Only for Entertainment

କରୀନା କପୁରଙ୍କ ୱାର୍ଡ଼ଡ୍ରୋବରୁ ଏହି ଜିନିଷ ନେବାକୁ ଚାହାଁନ୍ତି ସାରା ଅଲି ଖାନ ।

aajtak
28

କେଦାରନାଥ ପରେ ସାରା ଅଲି ଖାନଙ୍କ ଦ୍ୱିତୀୟ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ ହୋଇଛି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିମ୍ବାରେ ପ୍ରଥମ ଥର ରଣବୀର ସିଂଙ୍କ ଅପୋଜିଟରେ ନଜର ଆସିଛନ୍ତି । ସାରାଙ୍କ ଇଂଟରଭ୍ୟୁକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତାଙ୍କ କନପିଡେନ୍ସ ଏବଂ ବିନ୍ଦାସ ବ୍ୟବହାର ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଫିଲ୍ମଫେୟାର ସହିତ କଥାବାର୍ତ୍ତା ହେବା ସମୟରେ ସାରା କହିଛନ୍ତି ସେ କରୀନାଙ୍କ ୱାର୍ଡଡ୍ରୋବରୁ କେଉଁ କେଉଁ ଜିନିଷ ନେବାକୁ ଚାହାଁନ୍ତି ।

ସାରା କହିଛନ୍ତି ସେ କରୀନାଙ୍କ ୱାର୍ଡଡ୍ରୋବର ସମସ୍ତ ଜିନିଷ ନେବାକୁ ଚାହାଁନ୍ତି । କାରଣ ତାଙ୍କୁ କରୀନାଙ୍କର ସମସ୍ତ କଲେକ୍ସନ ଖୁବ ପସନ୍ଦ । ସାରା କହିଛନ୍ତି ମୁଁ କରୀନାଙ୍କର ସବୁ ସୁଜ ନେବାକୁ ଚାହେଁ । କରୀନାଙ୍କ ସହିତ ସଂପର୍କକୁ ନେଇ ସାରା କହିଛନ୍ତିଯେ ମୁଁ କରୀନାଙ୍କର ହାଇ ଡାଇ ହାର୍ଡ଼ ଫ୍ୟାନ । ଲୋକ କହୁନ୍ତି ତୁମେ କରୀନାଙ୍କୁ ହୃଦୟରୁ ମାଗିଲ ତେଣୁ ଭଗବାନ ତାଙ୍କୁ ତୁମର ଷ୍ଟେପ ମମ କରିଦେଲେ । ଆମେ ଦୁଇଜଣ ସାଙ୍ଗ । ସେ କେବେ ମଧ୍ୟ ମୋ ମା ହେବାକୁ ଆସିନଥିଲେ । ସେ କେବଳ ମୋ ବାପାଙ୍କ ପତ୍ନୀ । ଏହା ସତ ଯେ ମୋ ବାପା ଏବଂ ମା ଏକା ସାଙ୍ଗରେ ଖୁସିରେ ରହିପାରିବେ ନାହିଁ, କିନ୍ତୁ ଏହା ସତଯେ ସେମାନେ ଏକା ଏକା ଖୁବ କୁଏ ଏବଂ ବିନ୍ଦାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More