Only for Entertainment

ନିଜର ପ୍ରାଇଭେଟ ଜେଟରେ ବୁଲନ୍ତି ବଲିଉଡର ଏହି ୩ ଅଭିନେତ୍ରୀ, ପ୍ରଥମ ନାମ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

Pinterest
0 124

ବଲିଉଡ ଏପରି ଏକ ଦୁନିଆ ଯେଉଁ ଦୁନିଆରେ କୌଣସି ଜିନିଷର ଅଭାବ ନଥାଏ । ବଲିଉଡ କାଳାକାରମାନଙ୍କ ଲାଇପଷ୍ଟାଇଲ ମଧ୍ୟ ବେଶ ବିଳାସପୂର୍ଣ୍ଣ । ସେଥିପାଇଁ ତ ଫିଲ୍ମ ବ୍ୟତିତ ବଲିଉଡ କଳକାରଙ୍କ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ । ଆଗରୁ ସେଲିବ୍ରିଟିମାନେ ନିଜର ଭ୍ୟନିଟି ଭ୍ୟାନ ରଖୁଥିବା ବେଳେ ଏବେ ସମୟ ପରିବର୍ତ୍ତନ ସହିତ କଳାକାର ମାନେ ନିଜର ପ୍ରାଇଭେଟ ଜେଟ ରଖୁଛନ୍ତି । ଆସନ୍ତୁ ଜାଣିବା ବଲିଉଡର ୩ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନଙ୍କ ପାଖରେ ନଜର ପ୍ରାଇଭେଟ ଜେଟ ରହିଛି ।

ସନି ଲିଓନ

sunny
ଏହି ତାଲିକାରେ ପ୍ରଥମେ ସନି ଲିଓନଙ୍କ ନାମ ରହିଛି । ପର୍ଣ୍ଣ ଷ୍ଟାରରୁ ବଲିଉଡରେ ପାଦଥାପିଥିବା ସନି ଲିଓନ ପତି ଡେନିଏଲଙ୍କ ସହିତ ଆମେରିକା ଛାଡି ଭାରତରେ ରହୁଛନ୍ତି । ବଲିଉଡରେ ମଧ୍ୟ ବେଶ ସକ୍ରିୟ ଅଛନ୍ତି ସନି । ଆପମଙ୍କୁ କହିରଖୁଛୁ ଯେ ସନି ଏବଂ ତାଙ୍କ ପତି ଡେନିଏଲଙ୍କ ପାଖରେ ନିଜର ପ୍ରାଉଭେଟ ପ୍ଲେନ ରହିଛି । ଯେଉଁଥିରେ ପୁରା ପରିବାର ହଲିଡେ’ରେ ବୁଲିବା ପାଇଁ ଯାଇଥାନ୍ତି ।

ପ୍ରିୟଙ୍କା ଚୋପ୍ରା

pc
ବଲିୁଡରୁ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ହାଇ ପେଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ପ୍ରିୟଙ୍କା ନିଜର ଦକ୍ଷତା ବଳରେ ଏହି ଶୀର୍ଷ ସ୍ଥାନରେ ପହଁଚିଛନ୍ତି । ନିଜର ସଫଳତା ଫଳରେ ଆଜି ପ୍ରିୟଙ୍କାଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ ରହିଛି ।

ଶିଳ୍ପା ଶେଟ୍ଟୀ

Shilpa-Shetty-min

ପୁରା ଦୁନିଆରେ ନିଜର ଫିଟନେସ ପାଇଁ ପରିଚିତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ୯୦ ଦଶକରେ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଶିଳ୍ପା ୨୦୦୯ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ଶିଳ୍ପାଙ୍କ ପତି ଏତେ ବଡ ବିଜନେସ ମ୍ୟାନ ହୋଇଥିଲେ ବି ଶିଳ୍ପାଙ୍କ ପାଖରେ ନିଜକର ପ୍ରାଇଭେଟ ଜେଟ ରହିଛି । ଦିହେଁ ଛୁଟିରେ ଏହି ଜେଟରେ ବୁଲିବା ପାଇଁ ଯାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More