Only for Entertainment

ଆଉ ନାହାଁନ୍ତି ୟେ ହୈ ମୋହବତେଁର ଏହି ଅଭିନେତ୍ରୀ ।

dailyhunt
48

ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହୋବତେଁ’ରେ ନିଲୁ ଚରିତ୍ରରେ ଅଭିନୟ କରୁଥିବା ନିରୁ ଅଗ୍ରୱାଲ୍‌ଙ୍କର ଗତକାଲି ପରଲୋକ ହୋଇଯାଇଛି।

ଖବର ମୁତାବକ, ସେ ୪ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ। ଗତକାଲି ସକାଳେ ସେ ବାଥ୍‌ରୁମ୍‌ରେ ପଡ଼ି ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

‘ୟେ ହୈ ମହୋବତେଁ’ର ସମସ୍ତ କଳାକାର ନିରୁଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ପ୍ରିୟ ଥିଲେ। ଖାସ୍‌ କରି ଶୋ’ର ଲିଡ୍‌ ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କର। ତାଙ୍କ ମୃତ୍ୟୁ ପରେ ଦିବ୍ୟଙ୍କା ସୋଶାଲ୍‌ ମିଡିଆରେ ଏକ କୋହଭରା ପୋଷ୍ଟ୍ କରିଛନ୍ତି। ଏଥିରେ ସେ ନିରୁଙ୍କ ସହିତ ଗତ କିଛି ଦିନରେ ହୋଇଥିବା କଥାବାର୍ତ୍ତାକୁ ମନେ ପକାଇଛନ୍ତି। ସେ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲେ ସେ କଥା ବି ଦିବ୍ୟଙ୍କା ଲେଖିଛନ୍ତି।

ଦିବ୍ୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଲେଖିଛନ୍ତି,

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More