Only for Entertainment

୨.୦ପାଇଁ ଏହିଭଳି ହୋଇଛି ଅକ୍ଷୟ କୁମାରଙ୍କ ଟ୍ରାନ୍ସଫରମେସନ, ଦେଖନ୍ତୁ ଭିଡିଓ !

liveuttarpradesh
18

ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଷ୍ଟାରର ଫିଲ୍ମ ‘ରୋବୋଟ୨.୦’ର ଧମାକାଦାର ଟ୍ରେଲର ଦେଖିବା ପରେ ଫ୍ୟାନ ମାନେ ଉତ୍ସାହର ସହ ଫିଲ୍ମକୁ ଚାହିଁ ବସିଛନ୍ତି । ଫିିଲ୍ମରେ ଦୁଇ ଦୁଇ ଜଣ ସୁପରଷ୍ଟାର ହେବା କାରଣରୁ ଫିଲ୍ମ ପାଇଁ ଖୁବ ଏକ୍ସସାଇଟେଡ ଅଛନ୍ତି ଫ୍ୟାନ୍ସ । ଟ୍ରେଲର ପରେ ଅକ୍ଷୟଙ୍କ ଲୁକ ଖୁବ ଚର୍ଚ୍ଚା ସାଉଂଟିଛି । ଏହି ଲୁକ ପାଇଁ ଅକ୍ଷୟଙ୍କୁ କଠିନ ପରିଶ୍ରମ ମଧ୍ୟୟ କରିବାକୁ ପଡିଛି । ଦେଖନ୍ତୁ ଭିଡିଓ-

ପ୍ରଥମଥର ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଏକାସହ ସ୍କ୍ରିନ ଶେୟାର କରିବା ଲାଗି ଯାଉଛନ୍ତି । ଖବର ମୁତାବକ ଏହି ୩ଡି ଫିଲ୍ମର ବିଏଫଏକ୍ସ ପାଇଁ ହାରାହାରି ୫୪୩କୋଟି ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି । ଆଶା କରାଯାଉଛି ଯେ ଫିଲ୍ମରେ ବିଶ୍ୱସ୍ତରୀୟ ବିଏଫଏକ୍ସ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More