Only for Entertainment

ଆମିର ଖାନଙ୍କ ଠାରୁ ଆରମ୍ଭ କରି ରଣବୀର କପୁରଙ୍କ ପର୍ଯ୍ୟନ୍ତ, ଆକାଶ ଅମ୍ବାନୀଙ୍କ ବିବାହରେ ଖୁବ ନାଚିଲେ ବଲିଉଡ ସେଲିବ୍ରିଟି

Hindustan Times
37

ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ୯ ମାର୍ଚ୍ଚରେ ଶ୍ଲୋକା ମେହତାଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଦେଶ-ବିଦେଶ କ୍ରିକେଟର ଏବଂ ସବୁ ଫିଲ୍ଡର ଜଣା ଶୁଣା ବ୍ୟକ୍ତି ଯୋଗ ଦେଇଥିଲେ । ଏହି ବିବାହ ଏକ ଭିଡିଓ ଏବେ ସାମ୍ନାିକୁ ଆସିଛି । ଯେଡଉଁଥିରେ ବଲିଉଡର ନାମୀ ଦାମୀ ସେଲିବ୍ରିଟି ବରାତରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଆମିର ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂ କରଣ ଜୋହର, ହାର୍ଦ୍ଦିକ ପାଣ୍ଡ୍ୟା ଠୁମକା ଲଗାଉଥିବାର ଦେଖିବାର ଦେଖିବାକୁ ମିଳିଛି । ଭିଡିଓରେ ସବୁଠାରୁ ମୁଖ୍ୟ ଆକର୍ଷଣ ହୋଇଛି ମୁକେଶ ଅମ୍ବାନୀ ଏବଂ ଆକାଶ ଅମ୍ବାନୀଙ୍କ ଡ୍ୟାନ୍ସ ।
ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, ଆକାଶ ଏବଂ ଶ୍ଲୋକାଙ୍କ ବିବାହ ତଉତ୍ସବ ୩ ଦିନ ଧରି ଚାଲିବ । ଏଐହା ସମସ୍ତ ଉତ୍ସବା ଜିୟୋ ୱାର୍ଲ୍ଡ ସେଣ୍ଟରରେ ଆୟୋଜନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More