Only for Entertainment

ସୋସିଆଲ ମିଡିଆର ରାଜା ସାଜିଛି ଦୁନିଆର ବିଶାଳକାୟ ଗଂଜା,ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡ଼ିଓ ।

punjab kesari
37

ସୋସିଆଲ ମିଡିଆରେ ଦୁନିଆର ସବୁଠାରୁ ବଡ଼ ଗାଇ ପରେ ଏବେ ସବୁଠାରୁ ବିଶାଳକାୟ ଗଂଜା ଖୁବ ଚର୍ଚ୍ଚାରେ ରହିଛି ।ଏହି ଗଂଜାର ନାମ ହେଉଛି ମରକଲି ।ଯାହା ୟୁରୋପର କୋସବାର ଏକ ପଲ୍ଟ୍ରି ଫାର୍ମରେ ରହେ ।୩ ଫୁଟ ଲମ୍ବା ଏବଂ ୭ କିଲୋ ୭୦୦ ଗ୍ରାମ ଓଜନର ଏହି ଗଂଜାକୁ ଦୁନିଆର ସବୁଠାରୁ ବଡ଼ ଗଂଜା ବୋଲି କୁହାଯାଉଛି ।

ଏହାର ମାଲିକଙ୍କ କହିବା ଅନୁସାରେ ବର୍ତ୍ତମାନ ସେ ଦୁଇଟି ଗଂଜା ସହିତ ରହୁଛି ।ତାକୁ ଖୁବ ଭଲ ଭାବରେ ଟ୍ରିଟ କରାଯାଉଛି ।ଏହି ପ୍ରକାରର ଗଂଜା ବ୍ରହ୍ମା ଗଂଜା ନାମରେ ଜଣାଶୁଣା ।ସାଧାରଣତଃ ଏହିଭଳି ଗଂଜାର ଓଜନ ୫ କିଲୋ ୫୦୦ ଗ୍ରାମ ରହିଥାଏ,କିନ୍ତୁ ଏହା ସବୁଠାରୁ ବିଶାଳକାୟ ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଦେଖିବା ପରେ ଏବଂ ସତ୍ୟତା ଜାଣଇବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।ଏହା ପୂର୍ବରୁ ୧୪ଶହ କିଲୋର ଏକ ଗାଈ ଭିଡ଼ିଓ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More