Only for Entertainment

ସନ୍ନି ଲିୟୋନୀ ଖୋଲିଲେ ରାଜ, ଏହି କାରଣରୁ ‘ଗେମ ଅଫ ଥ୍ରୋନ୍ସ’ରେ କଲେ ନାହିଁ ଆକ୍ଟିଂ !

High Heel Confidential
0 35

ଏକ ସାକ୍ଷାତକାରରେ ଯୋଗ ଦେଇ ସନ୍ନି ଲିଓନି ନିଜ ସହ ଜଡ଼ିତ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କୁ ଲୋକପ୍ରିୟ ସୋ’ ଗେମ୍‌ ଅଫ୍‌ ଥ୍ରୋନ୍ସରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିବା କଥା କହିବା ସହ ଏହାକୁ ସେ ଛାଡ଼ିଥିବା କହିଛନ୍ତି । ଏହାକୁ ଛାଡ଼ିବା ପଛର କାରଣ ଜଣାଇ ସେ ସୋ’ ପାଇଁ ଆସିଥିବା ଅଫର ସମୟର କଥା ସମସ୍ତଙ୍କ ସହ ସେୟାର କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଥରେ ମୋ ଫୋନକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଲେଖାଥିଲା କି ମୁଁ ଜାଣିଛି ଶେଷ ସମୟରେ ତୁମକୁ ଜଣାଉଛି । କିନ୍ତୁ ଆମେ ତୁମକୁ ଗେମ୍‌ ଅଫ୍‌ ଥ୍ରୋନ୍ସରେ ତୁମକୁ କାଷ୍ଟ କରିବାକୁ ଚାହୁଁଛୁ ବୋଲି ଲେଖାଥିଲା । ଏହି ମେସେଜ୍‌ ପଢ଼ି ମୁଁ ଖୁସି ହୋଇ ଯାଇଥିଲିା ପରେ ସେ ମୋତେ ଆଇଏମ୍‌ଡ଼ିବି ଲିଙ୍କ ପଠାଇଥିଲେ । ଯାହାକୁ ଖୋଲିବା ପରେ ମୋ ସହ ଥଟ୍ଟା କରାଯାଇଥିବା ମୁଁ ଜାଣି ପାରିଥିଲି ବୋଲି ସନ୍ନି କହିଛନ୍ତି ।

ଅନ୍ୟ ପକ୍ଷରେ ସନ୍ନି ଏବେ ନିଜ ବାୟୋପିକ୍‌ କରେନ୍‌ଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ଼ ଷ୍ଟୋରି ଅଫ୍‌ ସନ୍ନି ଲିଓନିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏମ୍‌ଟିଭିରେ ପ୍ରସାରିତ ହେଉଥିବା ସୋ’ ସ୍ପିଲ୍‌ଟ୍ସଭିଲା ଏବଂ ମ୍ୟାନ୍‌ vs ଓ୍ଵାଇଲ୍‌ଡ଼୍‍ରେ ନଜର ଆସୁଥିବା ଜଣା ପଡ଼ିଛି
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More