Only for Entertainment

ପର୍ଫମ କରୁଥିବା ସମୟରେ ମହିଳାଙ୍କ ଉପରେ ବର୍ଷିଲେ ନିକ ଜୋନସ ! ପଛରୁ କରୁଥିଲେ ଏହି କାମ, ଦେଖନ୍ତୁ ଭିଡିଓ

zee news
39

ଲସ ଏଞ୍ଜେଲିସରେ ଜୋନସ ବ୍ରଦର୍ସଙ୍କ ଏକ କନସର୍ଟରେ ଜଣେ ମହିଳା ପ୍ରଶଂସକ ଗାୟକ ତଥା ଅଭିନେତା ନିକ ଜୋନଙ୍କ ସହିତ ଏପରି କିଛି କରିଛନ୍ତି ଯହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳିଛି ଯେ, ନିକ ପର୍ଫମ କରୁଥିବା ସମୟରେ ଜଣେ ମହିଳା ପ୍ରଶଂସକ ତାଙ୍କ ଗୋଡକୁ ଧରିବା ସହିତ ସହିତ ଛୁଇଁବାରେ ଲାଗିଛନ୍ତି ।

ଖବର ଅନୁସାରେ ମହିଳାଙ୍କ ଏପରି ବ୍ୟବହାର ପାଇଁ ନିକ ତାଙ୍କ ଉପରେ ଖୁବ ବର୍ଷିଥିଲେ । ମହିଳାକୁ ତାଗିଦ କରିବା ପରେ ନିକ ପୁଣିଥରେ ନିଜ ଭାଇମାନଙ୍କ ସହିତ ପର୍ଫମ କରିଥିଲେ । ଏହି ଘଟଣା ଗତ ସପ୍ତାହରେ ଘଟିଥିଲେ ଏହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More