Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ’ର ନୂଆ ପୋଷ୍ଟର ହେଲା ଜାରି!

23

ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ନୂଆ ପୋଷ୍ଟର ରିଲିଜ ହୋଇଛି । ରିଲିଜ ହୋଇଥିବା ପୋଷ୍ଟରରେ ଆମୀର ଖାନ, ଅମିତାଭ ବଚ୍ଚନ, କ୍ୟାଟରୀନା କୈଫ ଏବଂ ଫାତିମା ସନା ଶେଖ ବ୍ୟତୀତ ପୂରା କାଷ୍ଟ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ଅମିତାଭ ବଚ୍ଚନ ଏବଂ ଆମୀର ଖାନଙ୍କ ଯୋଡି ଦେଖିବାକୁ ମିଳିବ । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ନିଜର ଦିଲକଶ ଅନ୍ଦାଜରେ ଯାଦୁ ଦେଖାଇବେ ଏହି ଫିଲ୍ମ ଜରିଆରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More