ରିଲିଜ ହେଲା ଠଗ୍ସ ଅଫ ହିନ୍ଦୋସ୍ତାନର ଦ୍ୱିତୀୟ ପୋଷ୍ଟର ।
ଚଳିତ ବର୍ଷର ସବୁଠାରୁ ବଡ଼ ବଜେଟର ଫିଲ୍ମ ହେଉଛି ଠଗ୍ସ ଅଫ ହିନ୍ଦୋସ୍ତାନ । ଯାହା ଖୁବ ଶୀଘ୍ର ରିଲିଜ ହେବ ନିକଟସ୍ଥ ସିନେମା ହଲରେ । ଏହା ପୂର୍ବରୁ ଅମୀର ଖାନ,ଅମିତାଭ ବଚ୍ଚନ,କ୍ୟାଟ୍ରିନା କୈଫ ଏବଂ ଫାତିମା ସେଖଙ୍କ ମୋଶନ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଧମାଦାର ଆକ୍ଟିଙ୍ଗ । ଏବେ ନିକଟରେ ରିଲିଜ ହୋଇଛି ଏହି ଫିଲ୍ମର ଦ୍ୱିତୀୟ ପୋଷ୍ଟର ।