Only for Entertainment

ଏଭଳି ଅନ୍ଦାଜରେ ଦିଶାଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଲେ ଟାଇଗର ।

bollywood tadka
32

ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଆଜି ତାଙ୍କର ୨୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ଏହି ଖାସ ଦିନରେ ତାଙ୍କ ବଏଫ୍ରେଣ୍ଡ ଟାଇଗର ସ୍ରଫ ତାଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । ଟାଇଗର ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ହାପି ବର୍ଥଡେ ଡି । ଟାଇଗରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଦିଶା ।

ଏଭଳି ତ ଟାଇଗରଙ୍କ ପୋଷ୍ଟ ଦେଖିଲେ ଜଣାପଡ଼ୁଛି ସେ ଦିଶାଙ୍କୁ ପ୍ରେମରେ ଡି ଡାକନ୍ତି । କିଛି ସେକେଣ୍ଡର ଭିଡ଼ିଓରେ ଦୁଇଜଣଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

 

 

View this post on Instagram

 

Happy birthday D! ????????❤❤❤ @dishapatani

A post shared by Tiger Shroff (@tigerjackieshroff) on


ଦିଶା ତାଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରିବାକୁ ଚାହାଁନ୍ତି ନାହିଁ, ସେ କେବଳ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ସହିତ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More