Only for Entertainment

ଟାଇଗରଙ୍କ ଡ୍ୟାନ୍ସ ମୁଭ ଦେଖି ଦିୱାନା ହୋଇଯିବେ ଫ୍ୟାନ, ଶେୟାର କଲେ ଆଗାମୀ ଫିଲ୍ମ ପ୍ରାକ୍ଟିସ ଭିଡିଓ !

0 65

ଟାଇଗର ଶ୍ରଫ ବଲିଉଡର ସବୁଠାରୁ ଏନଜର୍ଟିକ ଷ୍ଟାରଙ୍କ ମଧ୍ୟରେ ତୁଳନୀୟ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଷ୍ଟୁଡେଂଟ ଅଫ ଇୟର୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଗୀତରେ ରହର୍ସଲ କରୁ୍ଥିବାର ଏକ ଭିଡିଓ ଟାଇଗର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଏହି ଭିଡିଓକୁ ଦେଖି ଆପଣ ନିଶ୍ଚୟ ଅନୁମାନ ଲଗାଇପାରିବେ ଯେ ଖୁବ ଶୀଘ୍ର ଟାଇଗର ନିଜର ମତୁଆଲା କରିବାକୁ ପରଦାକୁ ଆସିବେ ।

 

View this post on Instagram

 

Fooling around in the middle of #soty2 song rehearsals…choreo by this beast! @piyush_bhagat @swainvikram

A post shared by Tiger Shroff (@tigerjackieshroff) on


ଏଠାରେ ଆମେ କହି ରଖୁଛୁ ଯେ ୨୦୧୨ରେ ଧର୍ମା ପ୍ରଡକ୍ସନ ଏହି ଫିଲ୍ମର ଫାଷ୍ଟ ପାର୍ଟ ଆସିଥିଲା । ଯାହା ପରଦାରେ ଖୁବ ଧମାଲ ମଚାଇଥିଲା । ଅନୁମାନ ଲଗାଯାଉଛି ଯେ ଏହା ନିଶ୍ଚୟ ଧମାଲ ମଚାଇବ । ଏଥିରେ ତାରା ସୁତାରୀୟା ଏବଂ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ । ଅନନ୍ୟା ଟାଇଗରଙ୍କ ବିପକ୍ଷରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More