Only for Entertainment

ବଏଫ୍ରେଣ୍ଡ ସହିତ ଲିପ ଲକ କରୁଥିବାର ନଜର ଆସିଲେ ଟାଇଗର ସ୍ରଫଙ୍କ ଭଉଣୀ, ଭାଇରାଲ ହେଲା ହଟ ଫଟୋ ।

bollywood tadka
72

ବଲିଉଡ ଆକ୍ଟର ଟାଇଗର ସ୍ରଫଙ୍କ ଭଉଣୀ କୃଷ୍ଣା ସ୍ରଫ ନିଜର ହଟ ଫଟୋ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏପର୍ଯ୍ୟନ୍ତ ସେ ଫିଲ୍ମରେ ପ୍ରବେଶ କରିନାହାଁନ୍ତି, ତଥାପି ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ମଧ୍ୟ କୃଷ୍ଣାଙ୍କର କିଛି ହଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

View this post on Instagram

 

?

A post shared by Krishna Jackie Shroff (@kishushroff) on

ଏହି ଫଟୋରେ ସେ ବଏଫ୍ରେଣ୍ଡ ପାରସ ସିଂ ନାୟଲଙ୍କ ସହିତ ଲିପଲକ କରୁଥିବାର ନଜର ଆସିଛନ୍ତି ।

ବାସ୍ତବରେ ଏହି ଫଟୋ କୃଷ୍ଣାଙ୍କ ଜନ୍ୱଦିନରେ ଶେୟାର ହୋଇଥିଲା, ଯାହା ଏବେ ଖୁବ ଭାଇରାଲ ହେଉଛି । ଫଟୋକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି । ବଏଫ୍ରେଣ୍ଡ ସହିତ କୃଷ୍ଣା ଖୁବ ହଟ ଏବଂ ରୋମାଂଟିକ ନଜର ଆସିଛନ୍ତି ।

କହିରଖୁଛୁଯେ କୃଷ୍ଣା ଟାଇଗରଙ୍କ ଠାରୁ ତିନି ବର୍ଷ ସାନ । ବିଦେଶରେ ବୁଲିବାକୁ ସେ ଖୁବ ପସନ୍ଦ କରନ୍ତି । ଖୁବ କମ ଲୋକ ବୋଧହୁଏ ଜାଣିଥିବେଯେ ଟାଇଗରଙ୍କ ମୁନ୍ନା ମାଇକେଲ ଫିଲ୍ମରେ କୃଷ୍ଣା ସହ ନିର୍ଦ୍ଦେଶକ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More