Only for Entertainment

ଏମଏସ ଧୋନି କାର୍ ଭିତରୁ କଲେ ଇଶାରା, ଝୁମି ଉଠିଲେ ଫ୍ୟାନ, ଦେଖନ୍ତୁ ଭିଡିଓ !

40

ଟିକଟକ ରେ ସବୁବେଳ ଭଳି ଆଜି ମଧ୍ୟ ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଭିଡିଓ ଟପ୍ ଟ୍ରେଣ୍ଡ କରୁଛି । ଏମଏସ ଧୋନିର ଏକ ଭିଡିଓ ଧମାଲ ମଚାଉଛି , ଯେଉଁଥିରେ ସେ ନିଜ ଘର ବାହାରେ ଜଣେ ଫ୍ୟାନ୍ସଙ୍କ ସହ ଇଶାରାରେ କଥା ହେଉଥିବାର ନଜର ଆସିଥିଲେ । ଏମ୍ଏସ ଧୋନିଙ୍କ ଘର ସାମ୍ନାରେ ଫ୍ୟାନ୍ସମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଧୋନି ନିଜ ନୂଆ କାରରେ ଘର ପାଖରେ ପହଂଚିଲା ବେଳକୁ ଫ୍ୟାନ୍ସମାନେ ଘେରିଗଲେ । ଜଣେ ଫ୍ୟାନ ତାଙ୍କୁ ହାଲୋ କହିଥିବା ବେଳେ ଧୋନି ହାତ ହଲାଇଥିଲେ ଏବଂ ଘର ଭିତରକୁ ପଳାଇଥିଲେ । ଯାହାକୁ ଦେଖି ଫ୍ୟାନ ଜଣକ ଝୁମି ଉଠିଥିଲେ । ଏହି ଭିଡିଓ ଏବେ ଟିକଟକରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More