Only for Entertainment

ମୋବାଇଲରୁ ପବଜୀ ଡିଲିଟ କରିଦେଲେ ବାପା, ଭୋ ଭୋ ହୋଇ କାନ୍ଦିଲା ଝିଅ! ୬ ଲକ୍ଷରୁ ଅଧିକ ଲୋକେ ଦେଖିଲେଣି ଭିଡିଓ

ndtv
87

ଟିକ ଟକରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଭାରତରେ ପବଜୀ ଖେଳକୁ ସମସ୍ତେ ଖୁବ ପସନ୍ଦ କରିଥାନ୍ତି । ଏହି ଖେଳ ପାଇଁ ଭାରତରେ କ୍ରେଜ ମଧ୍ୟ ରହିଛି । ପବଜୀକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମଧ୍ୟ ମିଳିଛି । ଏବେ ଏହାକୁ ନେଇ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବତୀ ପବଜୀ ଡିଲିଟ ହେବା ପାଇଁ ପାଇଁ କାନ୍ଦୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀଙ୍କ ପିତା ମୋବାଇଲରୁ ପବଜୀ ଡିଲିଟ କରିବାରୁ ସେ ଖୁବ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ-

@punjabicouple786bichari ki pubg dlt krdi #pubggirl #pubglover @cheshtamanchanda12

♬ original sound – Arunpopli

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More