Only for Entertainment

ଶ୍ୱାସରୋଗୀଙ୍କ ପାଇଁ ଜରୁରୀ ଟିପ୍ସ, ଯିବାକୁ ପଡ଼ିବ ନାହିଁ ଡାକ୍ତରଖାନା ।

Nutrition Inside
27

ଆଜିକାଲି ଅଧିକାଂଶ ଶ୍ୱାସ ରୋଗରେ ପିଡ଼ିତ । ଅଧିକ ଥଣ୍ଡା ହେଲେ ଏହି ସମସ୍ୟା ଦେଖାଦିଏ । ତେଣୁ ଆପଣ ବାଧ୍ୟ ହୋଇ ଔଷଧର ସାହାଯ୍ୟ ନେଉଥିବେ । କିନ୍ତୁ ଏହିଭଳି କିଛି ଖାଦ୍ୟ ରହିଛି ଯାହା ଶ୍ୱାସରୁ ଆପଣଙ୍କୁ ଦୂରେଇ ରଖେ । ଅତି ସହଜରେ ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ ।

ଶ୍ୱାସ ରୋଗୀମାନଙ୍କୁ ଅଧିକ ପରିମାଣରେ ରସୁଣ ଓ ତୁଳସୀପତ୍ର ଖାଇବା ଉଚିତ, କାରଣ ଏହା ଦେହର ଥଣ୍ଡାକୁ କାଟିଥାଏ।

ରସୁଣ ପାଖୁଡ଼ାକୁ କ୍ଷୀରରେ ପକେଇ ଅଳ୍ପ ଫୁଟାଇ ପିଇବା ଦ୍ୱାରା ଥଣ୍ଡା ମଧ୍ୟ କମ ହୋଇଥାଏ। ମେଥିକୁ ପାଣିରେ ମିଶାଇ ଭଲ ଭାବେ ଫୁଟାଇ ତାକୁ ପିଇପାରିବେ, ଯାହାଫଳରେ ଏହି ରୋଗରୁ ମୁକ୍ତି ମିଳିଥାଏ।

ସୋରିଷ ତେଲକୁ ଗରମ କରି ଛାତିରେ ମାଲିସ କଲେ ଆରାମ ମିଳିଥାଏ। ନିଃଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହୋଇଥାଏ।

ଦୈନିକ ସକାଳେ ତୁଳସୀ ରସରେ ମହୁ ମିଶାଇ ପିଇଲେ ଏହି ରୋଗରୁ ଯଥାସମ୍ଭବ ମୁକ୍ତି ମିଳିଥାଏ।

Dailyhunt
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More