Only for Entertainment

ଅଟକି ରହିଥିବା ଧନକୁ ପ୍ରାପ୍ତ କରିବା ପାଇଁ ଏହି ମନ୍ତ୍ରକୁ ଜପ କରନ୍ତୁ ।

astrology
0 71

ନିଜ ଜୀବନ ମଙ୍ଗଳମୟ ହେଉ ଏହା ସମସ୍ତେ ଚାହାଁନ୍ତି । କିନ୍ତୁ ଏହା ଭାବିବା ଦ୍ୱାରା ସବୁକିଛି ଠିକ ହୋଇଯାଇ ନଥାଏ । ସେଥିପାଇଁ କିଛି ଖାସ ଉପାୟ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା କଠିନ କାମ ସହଜ ହୋଇ ଯାଇଥାଏ । ଏହି ଉପାୟକୁ ନିଜ ଇଷ୍ଟଦେବଙ୍କ ନିକଟରେ ବିନା ବ୍ୟବଧାନରେ ଶ୍ରଦ୍ଧାରେ ପାଳନ କରନ୍ତୁ । ଲଗାତାର ଭାବରେ ୪୦ କିମ୍ବା ୪୩ ଦିନ ପର୍ଯ୍ୟନ୍ତ କରିବା ଉଚିତ । ଯଦି ଏହା ସମ୍ଭବ ନ ହୁଏ ତେବେ ପ୍ରତି ୮ ଦିନରେ ଥରେ ବିଧିର ସହିତ କରିବା ଉଚିତ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଇିଭିନ୍ନ ପ୍ରୟାସ ପରେ ଯଦି ଧନ ସମ୍ବଦ୍ଧି ସମସ୍ୟା ବନ୍ଦ ହେଉ ନାହିଁ ତେବେ ପ୍ରତିଦିନ ସକାଳେ କାଉକୁ ଗହମ ରୁଟି ଖାଇବାକୁ ଦିଅନ୍ତୁ ।

ଯଦି ଅକାରଣରେ ଧନ ଖର୍ଚ୍ଚ ହୋଇ ଯାଇଥାଏ ତେବେ ଶୁକ୍ଳ ପକ୍ଷରେ ଶନିବାର ଠାରୁ ଆରମ୍ଭ କରି ପ୍ରତ୍ୟେକ ଶନିବାର ଦିନ କଳା କୁକୁରକୁ ତେଲରେ ବୁଡ଼ା ହୋଇଥିବା ରୁଟି ଖାିବାକୁ ଦିଅନ୍ତୁ ।

କାହାକୁ ଦେଇଥିବା ଧନ ଯଦି ମିଳିପାରୁ ନାହିଁ ତେବେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ସହିତ ତମ୍ବା ପାତ୍ରରେ ଜଳ ଏବଂ ଲାଲ ଲଙ୍କାର ୧୧ଟି ମଂଜି ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ରୋଗ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳୀଶା ଗାନ କରନ୍ତୁ । ପ୍ରତି ଶନିବାରକୁ ଶନିଦେବଙ୍କ ଉପରେ ସୋରିଷ ତେଲ ଚଢାନ୍ତୁ । ଏହା ସହିତ ଓଁ ହନୁମତେ ନମଃ ଜପ କରନ୍ତୁ ଏବଂ ଶନିଦେବଙ୍କ ପାଇଁ ଓଁ ସୂର୍ଯ୍ୟପୂତ୍ର ଦୀର୍ଘଦେହୋବିଶାଲାକ୍ଷଃ ଶିବପ୍ରିୟଃ ଜପ କରନ୍ତୁ ।

ରୋଗ ଭଲ ନହେଲେ ରୋଗୀର ରୁମରେ ସୌନ୍ଧ ଲୁଣକୁ ଏକ ପାତ୍ରରେ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More