Only for Entertainment

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

VideoBlocks
0 41

ଖରାଦିନେ ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ବାହାରକୁ କାମରେ ଯାଉଥିବା ଲୋକଙ୍କୁ ଅଂଶୁଘାତ ହେବାର ଆଶଙ୍କା ଅଧିକ ଦେଖା ଯାଇଥାଏ । ଶରୀର ଅତ୍ୟଧିକ ତାତିଲେ ପ୍ରବଳ ଜ୍ୱର ଏବଂ ବାନ୍ତି ମଧ୍ୟ ହୋଇଥାଏ । ଏହା ସହିତ ପ୍ରବଳ ଖାରା ଯୋଗୁଁ ଶରୀରରେ ପାଣିର ପରିମାଣ କମ ହୋଇଯାଇଥାଏ । ଫଳରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ହାତଗୋଡ ଥରିବା ଏବଂ ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ । ଏହି ସବୁୁ ଲକ୍ଷଣ ଦେଖାଦେଉଥିଲେ ଡାକ୍ତରଙ୍କ ପାଖରୁ ଯିବା ପୂର୍ବରୁ ଘରେ ଏହି ପାଂଚଟି ଉପାୟ ଆପଣାଇପାରିବେ ।

  • ପିଆଜ ରସକୁ ହାତରେ ଏବଂ ପାଦ ତଳେ ମିଲିସ କରନ୍ତୁ ।
  • ତମ୍ବା ଥାଳିଆରେ ଥଣ୍ଡା ପାଣି ରଖନ୍ତୁ ଓ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଛାତି ଓ ପେଟ ଉପରେ ରଖନ୍ତୁ ।
  • ଲୁଣକୁ ନାହିରେ ରଖନ୍ତୁ । ଲୁଣ ନ ମିଶିବା ପର୍ଯ୍ୟନ୍ତ ଥଣ୍ଡା ପାଣି ତା’ ଉପରେ ଢାଳନ୍ତୁ ।
  • ସୂତା କପଡାକୁ ଥଣ୍ଡା ପାଣିରେ ଓଦା କରି ଶରୀରରେ ମସାଜ କରନ୍ତୁ ।
  • ପୁଦିନା ପତ୍ରକୁ ପେଷ୍ଟ କରି ଶରୀରରେ ଲଗାନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More