Only for Entertainment

ପଢାରେ କମଜୋର ପିଲାଙ୍କର ମଧ୍ୟ ବଦଳିପାରେ ଭାଗ୍ୟ । ବସନ୍ତ ପଂଚମୀରେ କରନ୍ତୁ ଏହି ଉପାୟ ।

decoratw
0 40

କୁହାଯାଏ ଶିକ୍ଷାରେ ଉନ୍ନତି ପାଇଁ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଏ । ଦେବୀ ସରସ୍ୱତୀଙ୍କୁ କଣ୍ଠରେ ବିରାଜ ହେବା ପାଇଁ ମଧ୍ୟ ଆରାଧନା କରାଯାଏ । କିନ୍ତୁ ପ୍ରତ୍ୟେକ ପିଲାଯେ ପଢାରେ ସମାନ ହୋଇପାରିବେ ତାହା କହିହେବ ନାହିଁ । ସେ ସବୁକୁ ନେଇ କିଛି ବାସ୍ତୁ ନିୟମ ମଧ୍ୟ ରହିଛି । ଯାହାକୁ ଜାଣିବା ନିହାତି ଦରକାର । ଏହି ସବୁ ନିୟମ ଛାତ୍ର ଛାତ୍ରୀଙ୍କ ପାଇଁ ଶୁଭ ହୋଇଥାଏ । ଚାଲନ୍ତୁ ସେ ସବୁ ପ୍ରତି ଦୃଷ୍ଟି ଦେବା ।

 ଛାତ୍ର କିମ୍ବା ଛାତ୍ରୀ ଏକମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ପଢାରେ ସଫଳତା ମିଳିଥାଏ ।
 ମା ସରସ୍ୱତୀଙ୍କ ପଟୋକୁ ପଢା ଟେବୁଲ ଉପରେ ରଖିବା ଉଚିତ ।
 ପଢା ଟେବଲରେ ସ୍ଫଟିକର ଗ୍ଲୋବ ରଖନ୍ତୁ ଏବଂ ଦିନକୁ ଅତି କମରେ ତିନି ଥର ଘୁରାନ୍ତୁ ।
 ପରୀକ୍ଷାର ଏକ ସପ୍ତାହ ପୂର୍ବରୁ ଦହି ଏବଂ ମିଠା ଖାଇବା ଲାଭଦାୟକ ହୋଇଥାଏ ।
 ଓବୁବେଳେ ଟେବଲ ଉପରେ ବସି ପଢିବା ଉଚିତ ଏବଂ ମୁହଁକୁ ପୂର୍ବ କିମ୍ବା ଉତ୍ତର ପୂର୍ବ କରିବା ଉଚିତ । ପଛପଟେ କୌଣସି କାନ୍ଥ ନ ରହିବା ଉଚିତ ।
 ପଢା ଚେୟାର ଉପରେ ହାଲକା ସବୁଜ ରଙ୍ଗର କଭର ପକାଇବା ଉଚିତ । କଳା କିମ୍ବା ନୀଳ ରଙ୍ଗର ପକାଇବା ଅନୁଚିତ ।
 ପଢା ପୂର୍ବରୁ ମା ସରସ୍ୱତୀଙ୍କ ମନ୍ତ୍ରକୁ ୫,୧୨ କିମ୍ବା ୨୧ ଥର ଉଚ୍ଚାରଣ କରିବା ଉଚିତ ।
 ବିଦ୍ୟାର୍ଥୀ ମା ସରସ୍ୱତୀଙ୍କୁ ପୂଜା କରି ଗରିବ ପିଲାଙ୍କୁ କଲମ କିମ୍ବା ପୁସ୍ତକ ଦାନ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More