Only for Entertainment

ମହିଳାଙ୍କ ପାଇଁ କିଛି ଖାସ ଟିପ୍ସ ।

31

କର୍ମଜୀବି ମହିଳା ନିଜକୁ ଫିଟ ରଖବା ନିହାତି ଜରୁରୀ । କାରଣ ସେମାନେ ଦିନ ସାରା କାମ ମଧ୍ୟରେ ନିୟୋଜିତ ରହିଥାନ୍ତି । ଯେଉଁ କାରଣରୁ ନିଜର ଯତ୍ନ ନେଇ ପାରନ୍ତି ନାହିଁ ।

ପ୍ରତିଦିନ ନିଜ ଡାଏଟ୍‌ରେ ଜଙ୍କ୍‌ ଫୁଡ୍‌ ଖାଇବା ପରିବର୍ତ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଯେପରି ଡ୍ରାଏ ଫ୍ରୁଟ୍‌ସ, ବାଦାମ, ଫଳ, ଜୁସ୍‌ ଆଦିକୁ ସାମିଲ କରିପାରିବେ।

ଫିଟ୍‌ ରହିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ତେଣୁ ସମୟ ନ ଥିଲେ ମଧ୍ୟ ମାତ୍ର ୧୦ ମିନିଟ ସମୟ ବାହାର କରି ବ୍ୟାୟାମ ବା ବୁଲାବୁଲି କରିପାରିବେ।

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଜଳଖିଆ ଖାଇବା ଆବଶ୍ୟକ। ଜଳଖିଆରେ ପ୍ରୋଟିନ୍‌, ଫାଇବର ଆଦି ସାମିଲ ହେବା ଦରକାର। ଏହା ଦିନସାରା ଫୂର୍ତ୍ତି ରଖିବାରେ ସହାୟକ କରିଥାଏ।

ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ। ପ୍ରତି ଦିନ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା ଆବଶ୍ୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More